ପାଳି

ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ବିଶେଷ

  1. ପାଳି ଏକ ପୁରାତନ ଭାଷା, ପାଲିର ଅର୍ଥ ହେଲା ଧର୍ମଗ୍ରନ୍ଥର ଲେଖା ଯାହାକି ବୌଧ ଧର୍ମର ଗ୍ରନ୍ଥ, ଟିପିତକ ଆଦି ଲେଖାଲେଖିରେ ବ୍ୟବହାର ହୋଇଅଛି ।
  2. ପାଳିର ଅର୍ଥ ମଧ୍ୟ ହେଉଛି ଗୋଟିଏ ଘଟଣା କେତେଥର ଘଟୁଅଛି

ଉଚ୍ଚାରଣ[ସମ୍ପାଦନା]

$1

  • (file)
  • (file)

ପ୍ରତିଶବ୍ଦ[ସମ୍ପାଦନା]

  1. ଥର
  2. ବାର

ପାଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପା ଧାତୁ ଣିଚ୍=ପାଳି ଧାତୁ =ରକ୍ଷା କରିବା+ କର୍ମ. ଇ. ଈ)[ସମ୍ପାଦନା]

୧. ପଂକ୍ତି; ଶ୍ରେଣୀ — ୧. Row; line.
୨. ପ୍ରାନ୍ତଭାଗ; ଧାର; ସୀମା — ୨. Margin; end; edge; extremity;limit.
୩. ପ୍ରଦେଶ —୩. Province; part of a country.
୪. ଖଡ଼୍ଗାଦିର ତୀକ୍ଷ୍ଣଧାର; ଦାଢ଼ — ୪. Edge of sharp weapons.
୫. ସିଦ୍ଧ କରିବାର ପାତ୍ର —୫. Cooking pot; boiler.
୬. ଅଙ୍କ; କ୍ରୋଡ଼ —୬. Lap; bosom (Apte).
୭. ପ୍ରଶଂସା ବଚନ —୭. Eulogisim; prasie.
୮. କୋଣ (ହିନ୍ଦୀ - ଶ) —୮. Angle; corner.
୯. ହାଣ୍ଡି; ସ୍ଥାଳୀ —୯. A pot.
୧. ସେତୁ; ବନ୍ଧ —୧୦. Embankment; dam.
୧୧. ପୋଲ; କାଜ —୧୧. Bridge; causeway (Apte).
୧୨. ଦାଗ; ଚିହ୍ନ —୧୨. Sign; mark; spot.
୧୩. ସୀମା —୧୩. Boundary.
୧୪. ଶୁଶ୍ରୁଳା ସ୍ତ୍ରୀ —୧୪. A bearded woman.
୧୫. ପିଚା —୧୫. Hunch; hip (Apte).
୧୬. ଛାତ୍ରମାନଙ୍କ ବୃତ୍ତି —୧୬. Stipend; scholarship.
୧୭. କର୍ଣ୍ଣଲତାଗ୍ର; କାନର ଅଗ୍ର ଭାଗ (ଯେଉଁ ସ୍ଥାନରେ ନୋଳି ଆଦି ପିନ୍ଧିବା ପାଇଁ ଫୋଡ଼ା ହୁଏ) — ୧୭. The tip of the ear.
୧୯. କେଶ କୀଟ; ଉକୁଣୀ —୧୯. Louse.
୨. ଗୋରୁଙ୍କ ଅଟେଇ; ଖୁଆଡ଼; ଗୁହାଳ — ୨୦. A crib for a cattle; a sty.
୨୧. ପାହିଲି; ଶସ୍ୟ ମାପିବାର ମାଣ — ୨୧. A small measuring pot for corn.
୨୨. ରାଶି —୨୨. Heap.
୨୩. ପାଳ ଗଦା —୨୩. Hayrick; stack of straw.
୨୪. ଲମ୍ୱ ଜଳାଶୟ —୨୪. An oblong pond (Apte).
୨୫. ଶିକ୍ଷା ପାଉଥିବା ଅବସ୍ଥାରେ ଗୁରୁଙ୍କଦ୍ୱାରା ଛାତ୍ରର ପ୍ରତିପାଳନ କର୍ମ —୨୫. The maintenance of the pupil by his teacher during his period of studies. (Apte)
୨୬. ପରିଧି —୨୬. Circumference (Apte).
୨୭. (ପାଳୀ) ପାକପାତ୍ର; ହାଣ୍ଡି (ହିନ୍ଦୀ - ଶ.) — ୨୭. A pot; boiler (Apte).
୨୮. ଏକପ୍ରସ୍ଥ ପରିମିତ ତଉଳ (ପ୍ରାଯୁ ପାଞ୍ଚସେର) — ୨୮. A particular measure of capacity. (Apte).
୨୯. ପାଲ —୨୯. Sail (Ganguly)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ଯ୍ୟାୟ)[ସମ୍ପାଦନା]

୧. ପର୍ଯ୍ୟାୟ; କୌଣସି କାର୍ଯ୍ୟ କରିବାର କ୍ରମିକ ସମୟ —୧. Turn or change of doing any work in sucession.
୨. ନିର୍ଦ୍ଧାରିତ ସମୟର କ୍ରମ — ୨. Fixed time in succession.
୩. ଥର —୩. Time.

ପୀତପଟ ନଟ ନା ମୋ ଆଗରେ ନ ଧଇ ପାଳି ଏମାଟ ଉଦ୍ଧତ ଗୋ କବିସୂର୍ଯ୍ୟ,କିଶୋରୀଚମ୍ପୂ ପ ଗୀତ

୪. ନିର୍ଦ୍ଦିଷ୍ଟ ସମୟ —୪. Fixed time.
୫. ପର୍ଯ୍ୟାୟକ୍ରମେ ପୂଜା ଓ ସେବା ଆଦି କରିବାର ନିର୍ଦ୍ଦିଷ୍ଟ ଦିବସ ବା ସମୟ —୫. Turn of offering worship.
୬. ସପ୍ତାହର ନିର୍ଦ୍ଧାରିତ ଦିବସ (ଯଥା— ହାଟ ପାଳି) — ୬. Week-day of a weekly market.
୭. ପ୍ରଧାନ ଗାୟକ ଗୀତ ବୋଲିବା ପରେ ଗୀତର ଯେଉଁ ଘୋଷାକୁ ଅନ୍ୟମାନେ ବୋଲନ୍ତି —୭. Recital of the refrain of a song.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ନିବ୍; ଲୁହାର କଲମର ଅଗ୍ର —Nib.