ପାଳି
ଦେଖଣା
ଓଡ଼ିଆ
[ସମ୍ପାଦନା]ବିଶେଷ
- ପାଳି ଏକ ପୁରାତନ ଭାଷା, ପାଲିର ଅର୍ଥ ହେଲା ଧର୍ମଗ୍ରନ୍ଥର ଲେଖା ଯାହାକି ବୌଧ ଧର୍ମର ଗ୍ରନ୍ଥ, ଟିପିତକ ଆଦି ଲେଖାଲେଖିରେ ବ୍ୟବହାର ହୋଇଅଛି ।
- ପାଳିର ଅର୍ଥ ମଧ୍ୟ ହେଉଛି ଗୋଟିଏ ଘଟଣା କେତେଥର ଘଟୁଅଛି
ଉଚ୍ଚାରଣ
[ସମ୍ପାଦନା]$1
ପ୍ରତିଶବ୍ଦ
[ସମ୍ପାଦନା]- ଥର
- ବାର
ପାଳି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପା ଧାତୁ ଣିଚ୍=ପାଳି ଧାତୁ =ରକ୍ଷା କରିବା+ କର୍ମ. ଇ. ଈ)
[ସମ୍ପାଦନା]- ୧. ପଂକ୍ତି; ଶ୍ରେଣୀ — ୧. Row; line.
- ୨. ପ୍ରାନ୍ତଭାଗ; ଧାର; ସୀମା — ୨. Margin; end; edge; extremity;limit.
- ୩. ପ୍ରଦେଶ —୩. Province; part of a country.
- ୪. ଖଡ଼୍ଗାଦିର ତୀକ୍ଷ୍ଣଧାର; ଦାଢ଼ — ୪. Edge of sharp weapons.
- ୫. ସିଦ୍ଧ କରିବାର ପାତ୍ର —୫. Cooking pot; boiler.
- ୬. ଅଙ୍କ; କ୍ରୋଡ଼ —୬. Lap; bosom (Apte).
- ୭. ପ୍ରଶଂସା ବଚନ —୭. Eulogisim; prasie.
- ୮. କୋଣ (ହିନ୍ଦୀ - ଶ) —୮. Angle; corner.
- ୯. ହାଣ୍ଡି; ସ୍ଥାଳୀ —୯. A pot.
- ୧. ସେତୁ; ବନ୍ଧ —୧୦. Embankment; dam.
- ୧୧. ପୋଲ; କାଜ —୧୧. Bridge; causeway (Apte).
- ୧୨. ଦାଗ; ଚିହ୍ନ —୧୨. Sign; mark; spot.
- ୧୩. ସୀମା —୧୩. Boundary.
- ୧୪. ଶୁଶ୍ରୁଳା ସ୍ତ୍ରୀ —୧୪. A bearded woman.
- ୧୫. ପିଚା —୧୫. Hunch; hip (Apte).
- ୧୬. ଛାତ୍ରମାନଙ୍କ ବୃତ୍ତି —୧୬. Stipend; scholarship.
- ୧୭. କର୍ଣ୍ଣଲତାଗ୍ର; କାନର ଅଗ୍ର ଭାଗ (ଯେଉଁ ସ୍ଥାନରେ ନୋଳି ଆଦି ପିନ୍ଧିବା ପାଇଁ ଫୋଡ଼ା ହୁଏ) — ୧୭. The tip of the ear.
- ୧୯. କେଶ କୀଟ; ଉକୁଣୀ —୧୯. Louse.
- ୨. ଗୋରୁଙ୍କ ଅଟେଇ; ଖୁଆଡ଼; ଗୁହାଳ — ୨୦. A crib for a cattle; a sty.
- ୨୧. ପାହିଲି; ଶସ୍ୟ ମାପିବାର ମାଣ — ୨୧. A small measuring pot for corn.
- ୨୨. ରାଶି —୨୨. Heap.
- ୨୩. ପାଳ ଗଦା —୨୩. Hayrick; stack of straw.
- ୨୪. ଲମ୍ୱ ଜଳାଶୟ —୨୪. An oblong pond (Apte).
- ୨୫. ଶିକ୍ଷା ପାଉଥିବା ଅବସ୍ଥାରେ ଗୁରୁଙ୍କଦ୍ୱାରା ଛାତ୍ରର ପ୍ରତିପାଳନ କର୍ମ —୨୫. The maintenance of the pupil by his teacher during his period of studies. (Apte)
- ୨୬. ପରିଧି —୨୬. Circumference (Apte).
- ୨୭. (ପାଳୀ) ପାକପାତ୍ର; ହାଣ୍ଡି (ହିନ୍ଦୀ - ଶ.) — ୨୭. A pot; boiler (Apte).
- ୨୮. ଏକପ୍ରସ୍ଥ ପରିମିତ ତଉଳ (ପ୍ରାଯୁ ପାଞ୍ଚସେର) — ୨୮. A particular measure of capacity. (Apte).
- ୨୯. ପାଲ —୨୯. Sail (Ganguly)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ଯ୍ୟାୟ)
[ସମ୍ପାଦନା]- ୧. ପର୍ଯ୍ୟାୟ; କୌଣସି କାର୍ଯ୍ୟ କରିବାର କ୍ରମିକ ସମୟ —୧. Turn or change of doing any work in sucession.
- ୨. ନିର୍ଦ୍ଧାରିତ ସମୟର କ୍ରମ — ୨. Fixed time in succession.
- ୩. ଥର —୩. Time.
ପୀତପଟ ନଟ ନା ମୋ ଆଗରେ ନ ଧଇ ପାଳି ଏମାଟ ଉଦ୍ଧତ ଗୋ କବିସୂର୍ଯ୍ୟ,କିଶୋରୀଚମ୍ପୂ ପ ଗୀତ
- ୪. ନିର୍ଦ୍ଦିଷ୍ଟ ସମୟ —୪. Fixed time.
- ୫. ପର୍ଯ୍ୟାୟକ୍ରମେ ପୂଜା ଓ ସେବା ଆଦି କରିବାର ନିର୍ଦ୍ଦିଷ୍ଟ ଦିବସ ବା ସମୟ —୫. Turn of offering worship.
- ୬. ସପ୍ତାହର ନିର୍ଦ୍ଧାରିତ ଦିବସ (ଯଥା— ହାଟ ପାଳି) — ୬. Week-day of a weekly market.
- ୭. ପ୍ରଧାନ ଗାୟକ ଗୀତ ବୋଲିବା ପରେ ଗୀତର ଯେଉଁ ଘୋଷାକୁ ଅନ୍ୟମାନେ ବୋଲନ୍ତି —୭. Recital of the refrain of a song.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ନିବ୍; ଲୁହାର କଲମର ଅଗ୍ର —Nib.