ଉଇକିଅଭିଧାନ:ବଛା ଶବ୍ଦ/୨୦୧୯/ଫେବୃଆରୀ

ଉଇକିଅଭିଧାନ‌ରୁ

ସଂଶୟ

ଉଚ୍ଚାରଣ: Saṁṡaya
ଶବ୍ଦ ବିନ୍ୟାସ: ସମ୍+ଶୀ. ଧାତୁ=ଶୋଇବା; ସନ୍ଦେହ କରିବା+ଭାବ. ଅ
ସଂସ୍କୃତ - ବିଶେଷ୍ୟ

  1. ସନ୍ଦେହ; ସନ୍ଦେହାତ୍ମକ ଜ୍ଞାନ
  2. ବିଷମ ସମସ୍ୟା; ହଁ କି ନାଁ, ଏହିପରି ଦୋଘାଇ; ଧୋକା