ଉଇକିଅଭିଧାନ:ବଛା ଶବ୍ଦ/୨୦୧୯/ଅପ୍ରେଲ

ଉଇକିଅଭିଧାନ‌ରୁ

ବ୍ୟଭିଚାର

ଉଚ୍ଚାରଣ: Byabhichāra
ଶବ୍ଦ ବିନ୍ୟାସ: ବି+ଅଭି+ଚର୍ ଧାତୁ+ଭାବ. ଅ
ସଂସ୍କୃତ - ବିଶେଷ୍ୟ

  1. ନିୟମର ବତିକ୍ରମ; ନିପାତନ
  2. (ନ୍ୟାୟ ମତରେ) ହେତୁଦୋଷ ବିଶେଷ; ଯୁକ୍ତିରେ ଏ ଶବ୍ଦକୁ ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହାର କରିବା ଦୋଷ