ପାପଡ଼ା
ଦେଖଣା
ପାପଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପାପଡ଼ା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା][[]] ୧ ପାପଡ଼]] ୧ (ଦେଖ) - ୧. Pāparda ୧ (See)
- ୨. ପାପଡ଼ି (ଦେଖ) - —୨. Pāpaṟḍ̠i (See)
- ୩. (ସଂସ୍କୃତ - ପର୍ପଟ)—ମଧ୍ୟପ୍ରଦେଶ, ବଙ୍ଗ ଓ ମାନ୍ଦ୍ରାଜ ଆଦିରେ ଜନ୍ମିବା ନାତ୍ୟୁଚ୍ଚ ବନ୍ୟ ତରୁବିଶେଷ — ୩. A wild timber-tree.
[ଦ୍ରଷ୍ଟବ୍ୟ —ଏଥିର ପ୍ରତିବର୍ଷ ପତର ଝଡ଼ା ଦିଏ ଓ ନୁଆ ପତ୍ର କଅଁଳେ ଏହାର ମଞ୍ଜକାଠ ଚିକ୍କଣ ଓ ଧଳା ଓ ହଳଦିଆ ମିଶା ବର୍ଣ୍ଣ, ଚେମଡ଼ ଓ ଟାଣୁଆ ଏ କାଠରେ ପାନିଆ ତିଆରି ହୁଏ ଏ କାଠରେ ଖୋଦନ କାମ ସୁନ୍ଦର ରୂପେ କରାଯାଇ ପାରେ— ହିନ୍ଦୀ - ଶ]
ଦେଶଜ - ବିଶେଷଣ -
[ସମ୍ପାଦନା]ପୋରିହା; ଜୀର୍ଣ୍ଣ ଶୀର୍ଣ୍ଣ —Worn out.