Jump to content

ପାପଡ଼ା

ଉଇକିଅଭିଧାନ‌ରୁ

ପାପଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

[[]] ୧ ପାପଡ଼]] ୧ (ଦେଖ) - ୧. Pāparda ୧ (See)

୨. ପାପଡ଼ି (ଦେଖ) - —୨. Pāpaṟḍ̠i (See)
୩. (ସଂସ୍କୃତ - ପର୍ପଟ)—ମଧ୍ୟପ୍ରଦେଶ, ବଙ୍ଗ ଓ ମାନ୍ଦ୍ରାଜ ଆଦିରେ ଜନ୍ମିବା ନାତ୍ୟୁଚ୍ଚ ବନ୍ୟ ତରୁବିଶେଷ — ୩. A wild timber-tree.

[ଦ୍ରଷ୍ଟବ୍ୟ —ଏଥିର ପ୍ରତିବର୍ଷ ପତର ଝଡ଼ା ଦିଏ ଓ ନୁଆ ପତ୍ର କଅଁଳେ ଏହାର ମଞ୍ଜକାଠ ଚିକ୍କଣ ଓ ଧଳା ଓ ହଳଦିଆ ମିଶା ବର୍ଣ୍ଣ, ଚେମଡ଼ ଓ ଟାଣୁଆ ଏ କାଠରେ ପାନିଆ ତିଆରି ହୁଏ ଏ କାଠରେ ଖୋଦନ କାମ ସୁନ୍ଦର ରୂପେ କରାଯାଇ ପାରେ— ହିନ୍ଦୀ - ଶ]

ଦେଶଜ - ବିଶେଷଣ -

[ସମ୍ପାଦନା]

ପୋରିହା; ଜୀର୍ଣ୍ଣ ଶୀର୍ଣ୍ଣ —Worn out.