ଆରାମ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଉଦ୍ୟାନ; ଉପବନ; ବୃକ୍ଷବାଟି କ୍ରିଡୋଦ୍ୟାନ; ବାଡି; ବଗିଚା
  • ବିରାମ; ବିରତି; ନିବୃତ୍ତ
  • କର୍ଯ୍ୟରୁ ବିଶ୍ରାମ
  • ଶାନ୍ତି
  • ସୁଖ; ପ୍ରୀତି; ମଉଜ
  • ସ୍ଵାସ୍ଥ୍ୟ; ରୋଗମୁକ୍ତି; ଆରୋଗ୍ୟ
  • ସ୍ଵାଛନ୍ଦ୍ୟ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ସୁଖୋପଭୋଗ
  • ଅୟସ୍

ବିଶେଷଣ (ଦେଶଜ)[ସମ୍ପାଦନା]

  • ସୁସ୍ଥ; ନୀରୋଗ; ରୋଗମୁକ୍ତ
  • ସ୍ଵଛନ୍ଦ
  • ସୁଖରେ ପରିବର୍ଦ୍ଧିତ
  • ଶାନ୍ତିସୁଖ ଭୋଗ କରୁଥିବା