Jump to content

ଆରାମ

ଉଇକିଅଭିଧାନ‌ରୁ
  • ଉଦ୍ୟାନ; ଉପବନ; ବୃକ୍ଷବାଟି କ୍ରିଡୋଦ୍ୟାନ; ବାଡି; ବଗିଚା
  • ବିରାମ; ବିରତି; ନିବୃତ୍ତ
  • କର୍ଯ୍ୟରୁ ବିଶ୍ରାମ
  • ଶାନ୍ତି
  • ସୁଖ; ପ୍ରୀତି; ମଉଜ
  • ସ୍ଵାସ୍ଥ୍ୟ; ରୋଗମୁକ୍ତି; ଆରୋଗ୍ୟ
  • ସ୍ଵାଛନ୍ଦ୍ୟ
  • ସୁଖୋପଭୋଗ
  • ଅୟସ୍

ବିଶେଷଣ (ଦେଶଜ)

[ସମ୍ପାଦନା]
  • ସୁସ୍ଥ; ନୀରୋଗ; ରୋଗମୁକ୍ତ
  • ସ୍ଵଛନ୍ଦ
  • ସୁଖରେ ପରିବର୍ଦ୍ଧିତ
  • ଶାନ୍ତିସୁଖ ଭୋଗ କରୁଥିବା