ଉଇକିଅଭିଧାନ:ବଛା ଶବ୍ଦ/୨୦୧୯/ସେପ୍ଟେମ୍ବର

ଉଇକିଅଭିଧାନ‌ରୁ

ଝଞ୍ଜା

ଉଚ୍ଚାରଣ: jhan̄jā
ଶବ୍ଦ ବିନ୍ୟାସ: ଝମ୍, ଅନୁକରଣ ଶବ୍ଦ+ଜନ୍ ଧାତୁ+ଅ+ସ୍ତ୍ରୀ. ଆ
ସଂସ୍କୃତ - ବିଶେଷ୍ୟ

  1. ବତାସ; ଝଡ଼ି; ଝଡ଼; ତୋଫାନ

[ଉଦାହରଣ —ପରସ୍ପରେ ଦୁଇ ସେନାଏ ପୀଡ଼ା ପାଇ ଝଞ୍ଜାବଜା ଲଚିକା ପ୍ରୟୋଗ ଗଲେ ହୋଇ- କୃଷ୍ଣସିଂହ. ମହାଭାରତ, ଶଲ୍ୟ]