ବ୍ୟବହାରକାରୀଙ୍କ ଆଲୋଚନା:Soumendrak

Page contents not supported in other languages.
ଉଇକିଅଭିଧାନ‌ରୁ

ନମସ୍କାର Soumendrak,

ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଆଶାକରେ ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବାକୁ ଚାହୁଁଥିଲେ "ମୋ ଆଲୋଚନା " ରେ ମୋତେ ପଚାରି ପାରିବେ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୧୭, ୩ ଅଗଷ୍ଟ ୨୦୧୯ (UTC)[reply]

ତୁମ ପାଇଁ ଖିରୀ ଗିନାଏ[ସମ୍ପାଦନା]

ଭାଇ, ଉଇକିଅଭିଧାନ ପାଇଁ ଏତେ ଗୁଡିଏ ବଛାଶବ୍ଦ (https://or.wiktionary.org/s/van) ଯୋଗେଇଥିବାରୁ ଧନ୍ୟବାଦ । ଖିରୀ ଗିନାଏ ପଠେଇଲି ।

--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୨୭, ୩ ଅଗଷ୍ଟ ୨୦୧୯ (UTC)[reply]