Jump to content

ବ୍ୟବହାରକାରୀଙ୍କ ଆଲୋଚନା:Soumendrak

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିଅଭିଧାନ‌ରୁ
Latest comment: ୫ ବର୍ଷ ପୂର୍ବେ by ଶିତିକଣ୍ଠ ଦାଶ in topic ତୁମ ପାଇଁ ଖିରୀ ଗିନାଏ

ନମସ୍କାର Soumendrak,

ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଆଶାକରେ ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବାକୁ ଚାହୁଁଥିଲେ "ମୋ ଆଲୋଚନା " ରେ ମୋତେ ପଚାରି ପାରିବେ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୧୭, ୩ ଅଗଷ୍ଟ ୨୦୧୯ (UTC)Reply

ତୁମ ପାଇଁ ଖିରୀ ଗିନାଏ

[ସମ୍ପାଦନା]
ଭାଇ, ଉଇକିଅଭିଧାନ ପାଇଁ ଏତେ ଗୁଡିଏ ବଛାଶବ୍ଦ (https://or.wiktionary.org/s/van) ଯୋଗେଇଥିବାରୁ ଧନ୍ୟବାଦ । ଖିରୀ ଗିନାଏ ପଠେଇଲି ।

--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୨୭, ୩ ଅଗଷ୍ଟ ୨୦୧୯ (UTC)Reply