ଉପଲକ୍ଷ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଅବଲମ୍ବନ
  • ପ୍ରୟୋଜନ
  • ଉଦ୍ଦେଶ୍ୟ
  • ଚିହ୍ନ; ଲକ୍ଷଣ
  • ସଂଜ୍ଞା; ଗୁଣସୂଚକ ନାମ
  • ଉହ୍ୟ ତୁଳନାତ୍ମକ ନାମ
  • ଅନୁମାନ
  • ତୁଳନାତ୍ମକ ସୂଚନା
  • ତୁଳନା
  • ସାଦୃଶ୍ୟ
  • ସଙ୍କେତ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ତୁଳନୀୟ
  • ଉଲ୍ଲେଖଯୋଗ୍ୟ
  • ଅନୁମେୟ