ଉଇକିଅଭିଧାନ:ଆଲୋଚନା ସଭା

ଉଇକିଅଭିଧାନ ରୁ
(ଆଲୋଚନା:ପ୍ରଧାନ ପୃଷ୍ଠା ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

‌‌‌‌‌‌

ଆମ ଆଲୋଚନା ସଭା: ଏହା ବୈଷୟିକ (Technical) ଅସୁବିଧା ସବୁ ସୁଧାରିବା, ନୀତିନିୟମ ପାଳିବା ପାଇଁ ତିଆରି କରାଯାଇଛି । ଦୟାକରି ନିଜର ଦସ୍ତଖତ କରିବା ଓ ତାରିଖ ଦେବାପାଇଁ "~~~~" ନିଜ ମତ ପରେ ଟାଇପ କରନ୍ତୁ ନହେଲେ ଏଡିଟ ଟୁଲ ପତି (Edit Toolbar)ରେ ଥିବା ଦସ୍ତଖତ ଉପରେ କ୍ଲିକ କରନ୍ତୁ ।
ଆଲୋଚନା ସଭା

ଆଲୋଚନା ସଭାଟି ଓଡ଼ିଆ ଉଇକି ଅଭିଧାନରେ ଲେଖା ଲେଖି କରୁଥିବା ଲୋକଙ୍କ ଭିତରେ ଆଲୋଚନା କରିବା ପାଇଁ ତିଆରି କରାଯାଇଛି ।

Hello Users[ସମ୍ପାଦନା]

Just to inform you that the first letter of a template name should be lowercase here in wiktionary unlike wikipedia. Make sure when you create a template the first letter of the template should be lowercase. And the documentation format is different. So please try to follow the wiktionary format. Thank You. -ansuman

ନୂଆ ଲୋଗୋ[ସମ୍ପାଦନା]

ନୂଆ ଲୋଗୋ

ଆମ୍ଭେ ଏକ ନୂଆ ଲୋଗୋ ଓଡ଼ିଆ ଉଇକି ଅଭିଧାନ ନିମନ୍ତେ ଗଢ଼ିଛୁ ଯାହା ଆପଣମାନଙ୍କର ଅନୁମୋଦନରେ ହିଁ ପ୍ରକାଶିତ ହେବ, ତେଣୁ ନିଜର ମତାମତ ଏଠାରେ କ୍ଲିକ କରି ଦିଅନ୍ତୁ । Please give your view for the new logo for Odia Wiktionary by clicking here.

ସମର୍ଥନ ସମର୍ଥନ[ସମ୍ପାଦନା]

  1. ସୁଭାସିସ ପାଣିଗାହି ୧୭:୫୩, ୨୦ ଅକ୍ଟୋବର ୨୦୧୧ (UTC)
  2. କମଳାକାନ୍ତ ନାୟକ ୨୩:୪୬, ୨୦ ଅକ୍ଟୋବର ୨୦୧୧ (UTC)
  3. ansuman ୧୮:୨୪, ୨୦ ଅକ୍ଟୋବର ୨୦୧୧ (UTC)
  4. ଜ୍ଞାନରଞ୍ଜନ ସାହୁ ୨୩:୪୬, ୨୦ ଅକ୍ଟୋବର ୨୦୧୧ (UTC)
  5. ମୃତ୍ୟୁଞ୍ଜୟ କର ୧୧:୪୧, ୧୫ ନଭେମ୍ବର ୨୦୧୧ (UTC)

ଅଲଗା ମତ ଅଲଗା ମତ[ସମ୍ପାଦନା]

Bot policy[ସମ୍ପାଦନା]

I propose to allow bots to automaticly add interwiki links. There are too many wiktionary projects to do it by hand. Carsrac ୧୫:୦୯, ୫ ଡିସେମ୍ବର ୨୦୧୧ (UTC)

The official request is on Project:Bot policy. I have to do by the offical way so that the stewards can understand and follow this discussion so please keep it in English. The main reason is that of the special status of this re-opened wiktionary. No bots can make an edit here, unless there is local support to open this wiktionary also for bot-users. Carsrac ୧୫:୧୭, ୫ ଡିସେମ୍ବର ୨୦୧୧ (UTC)

Bot flag for GedawyBot[ସମ୍ପାଦନା]

  • Bot  : GedawyBot
  • Operator  : M.Gedawy
  • Programming Language(s)  : Python (pywikipedia)
  • Function Summary  : Interwiki
  • Contributions  : see here
  • Already has bot flag on  : +150 wikis

I will make another request on meta. Thank you.--M.Gedawy ୧୭:୩୯, ୧୬ ଫେବୁଆରି ୨୦୧୨ (UTC)

Bot policy[ସମ୍ପାଦନା]

Hello. To facilitate steward granting of bot access, I suggest implementing the standard bot policy on this wiki. In particular, this policy allows stewards to automatically flag known interlanguage linking bots (if this page says that is acceptable), which form the vast majority of such requests. The policy also enables global bots on this wiki (if this page says that is acceptable), which are trusted bots that will be given bot access on every wiki that allows global bots.

This policy makes bot access requesting much easier for local users, operators, and stewards. To implement it we only need to create a redirect to this page from Project:Bot policy, and add a line at the top noting that it is used here. Please read the text at m:Bot policy before commenting. If you object, please say so; I hope to implement it soon if there is no objection, since it is particularly written to streamline bot requests on wikis with little or no community interested in bot access requests.
--MarcoAurelio ୧୧:୪୭, ୧୪ ଏପ୍ରିଲ ୨୦୧୨ (UTC)

Implemented. --MarcoAurelio (ମୋ ଆଲୋଚନା) ୨୦:୩୩, ୨୨ ଜୁଲାଇ ୨୦୧୨ (UTC)

One year Oriya Wiktionary[ସମ୍ପାଦନା]

Hello Oriya Wiktionary editors,
congratulations, today it is now 1 year since the or.wiktionary.org subdomain was created. From the Wikimedia Incubator & Language Committee, we would like to get some feedback from newer wikis about their situation.

We prepared some questions about what we would like to know. Feel free to answer as many of them as you like.

  1. How has activity developed after the subdomain's creation? (in comparision with the situation on Incubator)
  2. Is it now easier to be found by new users? How was the reception of the new wiki: in media maybe? in friends/family circles? In Oriya Wikipedia?
  3. Were your exceptions in general fulfilled or not?
  4. Would you have done something in a better/different way in hindsight?
  5. Is there anything where you say 'This should have been better during the testing phase (Incubator, Langcom)'?
  6. What was nice/easy/desirable on Incubator? :-)

Best regards, --MF-Warburg (ମୋ ଆଲୋଚନା) ୧୬:୧୨, ୨୯ ସେପ୍ଟେମ୍ବର ୨୦୧୨ (UTC)

ଉଇକି ଅଭିଧାନରେ ନୂଆ ଲେଖା ଯୋଡିବା ଏବଂ ପରିଚାଳନା ନିମିତ୍ତ ଆଲୋଚନା[ସମ୍ପାଦନା]

ପ୍ରିୟ ବନ୍ଧୁଗଣ, ଉଇକି ଅଭିଧାନରେ ଲେଖା ଯୋଡିବା ପାଇଁ ଆଗରୁ ବହୁତ ଆଲୋଚନା ହୋଇସାରିଛି । ବିଭିନ୍ନ ଉପାୟ ଖୋଜାଯାଇଛି ଯାହାଦ୍ୱାରା ଲେଖାଗୁଡିକୁ ସହଜରେ ବହି କିମ୍ବା ଅନ୍ୟାନ୍ୟ ବାହାର ଲେଖାରୁ ଅଣା ଯାଇ ପାରିବ । କିନ୍ତୁ ଏ ପର୍ଯ୍ୟନ୍ତ ଗୋଟିଏ ଅନଲାଇନ ଉତ୍ସ ମିଳୁନଥିଲା ଯାହା ପାଇଁ ଉଇକିଆଭିଧାନରେ ଲେଖା ସଂଖ୍ୟା ବଢି ପାରୁତ୍ନଥିଲା ଏବେ ପୂର୍ଣଚନ୍ଦ୍ର ଭାଷାକୋଷର ଏକ ଅନଲାଇନ ସଂସ୍କରଣ ଉପଲବ୍ଧ ଥିବାରୁ ସଭିଙ୍କୁ ଏହା ଉପରେ କାମ ଆରମ୍ଭ କରିବା ପାଇଁ ଅନୁରୋଧ କରାଯାଉଅଛି । ସେଥିରୁ କପି କରି ତାହାର ନକଲକୁ ଏଠି ପକାଇ ପାରିବା । ତେଣୁ ସମସ୍ତେ ଏହି କାର୍ଯ୍ୟରେ ସାମିଲ ହୁଅନ୍ତୁ ଏବଂ ଏକ ପୂର୍ଣାଙ୍ଗ ଭାଷକୋଷ ତିଆରି କରିବାର ଭାଗୀଦାର ହୁଅନ୍ତୁ । ଏହା ଛଡା ଉଇକିଅଭିଧାନର ପରିଚାଳନା ପାଇଁ ଇଛୁକ ଥିବା ସଭ୍ୟ ମାନେ ନିଜର ମତ ଦେଇପାରିବେ ।--Jnanaranjan sahu (ମୋ ଆଲୋଚନା) ୦୭:୫୧, ୪ ମାର୍ଚ୍ଚ ୨୦୧୩ (UTC)

ପରିଚାଳକ ପାଇଁ ଆବେଦନ[ସମ୍ପାଦନା]

  • ଆଉ କେହି ପରିଚାଳକ ନଥିବାରୁ ମୁଁ ଏଠି ଦେଖାରେଖା କରିବା ପାଇଁ ପୁଣି ଥରେ ଆବେଦନ କରୁଛି। କାହାରି କିଛି ଆପତ୍ତି ଥିଲେ ଜଣାନ୍ତୁ। (Request to extend the duration of my admin access for the maintenance of this wiki.)
  • ଯେଉଁମାନେ ପରିଚାଳକ ହେବା ପାଇଁ ଇଛୁକ, RFA ପୃଷ୍ଠାରେ ନିଜକୁ ମନୋନୀତ କରନ୍ତୁ। ଜ୍ଞାନ ଭାଇ ଇଛୁକ ଥିଲେ, ଶିତିକଣ୍ଠ ଭାଇ ସଚଳ ଅଛନ୍ତି ଏଠି, ଆଦିତ୍ୟ ଭାଇ, ମୃତ୍ୟୁଞ୍ଜୟ ଭାଇ ଓ ଆଉ କେହି ଯଦି ପରିଚାଳକ ହୋଇପାରିବେ ଭଲ ହେବ। ଆଶାକରୁଛି ଅତିକମରେ ଦୁଇ-ତିନି ଜଣ ଏହି ସୁଯୋଗକୁ ହାତ ଛଡା କରିବେନି । ଏମିତି କାମ କିଛି ନାହିଁ, କିନ୍ତୁ ଚାହିଁଲେ ବହୁତ କିଛି କରିପାରିବେ  :-) ansuman (ମୋ ଆଲୋଚନା) ୦୪:୫୦, ୪ ସେପ୍ଟେମ୍ବର ୨୦୧୩ (UTC)

ସମର୍ଥନ ସମର୍ଥନ[ସମ୍ପାଦନା]

ବଟ୍ ବ୍ୟବହାରକରି ନୂଆ ଶବ୍ଦ ଲେଖା[ସମ୍ପାଦନା]

ଆଦରର ଉଇକିଆଳିଗଣ,

ବଟ ଦ୍ଵାରା ଇଣ୍ଟର୍ନେଟରେ ଉପଲବ୍ଧ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଶବ୍ଦ କପି କରି ଓଡ଼ିଆ ଉଇକିଅଭିଧାନକୁ ସମୃଦ୍ଧ କରିବାପାଇଁ ଚାହୁଁଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓଡ଼ିଆ ଭାଷାରେ ଥିବା ସର୍ବବୃହତ ଅଭିଧାନ ଅଟେ ଓ ଏହାର ସ୍ଵତ୍ତ୍ଵାଧିକାର ମଧ୍ୟ ସରିଯାଇଥିବାରୁ କପି କରିବାରେ କୌଣସି ଅସୁବିଧା ନାହିଁ । ମୁଁ ପରୀକ୍ଷାମୂଳକ ଭାବେ କିଛି ତିଆରି କରିଛି । ଯଦି ଏଥିରେ କିଛି ବଦଳ ଚାହୁଁଥାନ୍ତି କିମ୍ବା କାହାର କିଛି ଆପତ୍ତି ଥାଏ ଜଣାଇବା ପାଇଁ ଅନୁରୋଧ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୨:୩୯, ୪ ଅପ୍ରେଲ ୨୦୧୪ (UTC)

ସମର୍ଥନ[ସମ୍ପାଦନା]

  1. ସମର୍ଥନ ସମର୍ଥନ - (ତେବେ ପରୀକ୍ଷାମୂଳକ ଭାବେ ଅଳ୍ପ କିଛି ପ୍ରଥମେ ତିଆରି କରି ଯଦି ଠିକରେ ହେଉଛି ତାହେଲେ ଆଗକୁ ବଢ଼ିବା ପାଇଁ ଅନୁରୋଧ) --ସୁଭାସିସ ପାଣିଗାହି (ମୋ ଆଲୋଚନା) ୧୨:୪୯, ୪ ଅପ୍ରେଲ ୨୦୧୪ (UTC)
  2. ସମର୍ଥନ ସମର୍ଥନ -- ଦୀପ୍ତିମାନ ୧୧:୦୮, ୫ ଅପ୍ରେଲ ୨୦୧୪ (UTC)
  3. Symbol support vote.svg ସମର୍ଥନ - ସବୁ ଶବ୍ଦ ପାଇଁ en.wiktionary ରେ ଆଧାର ଦିଆହେଉଛି? ଯଦି ହଁ ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଲିଙ୍କ ଦିଆଯାଉ । ସବୁ ଶବ୍ଦ ପାଇଁ ଲିଙ୍କ ଗୋଟେ ରହିବ ବୋଧେ, ସହଜରେ ଦେଇହେବ। ଅଂଶୁମାନ (ମୋ ଆଲୋଚନା) ୦୮:୦୦, ୫ ଅପ୍ରେଲ ୨୦୧୪ (UTC)
  • ଭାଇ ମୁଁ ସେମିତି ଚେଷ୍ଟା କରିଥିଲି କିନ୍ତୁ ଅସୁବିଧା ହେଲା ଯେ ସେ ସବୁ ଶବ୍ଦ ପରେ କାପଚା କନଫର୍ମ କରିବାପାଇଁ କହିଲା । ଏଣୁ ମୁଁ ବହୁତ ଡରିଗଲି ଆଉ ଲିଙ୍କ ବାହାର କରିଦେଲି । ଏମିତି କାହିଁକି ହେଲା ବୁଝି ହେଲାନି ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୮:୪୫, ୫ ଅପ୍ରେଲ ୨୦୧୪ (UTC)

ପ୍ରଧାନ ପୃଷ୍ଠାରେ ବଦଳ ନିମନ୍ତେ ଅନୁରୋଧ[ସମ୍ପାଦନା]

କେହି ପରିଚାଳକ ପ୍ରଧାନପୃଷ୍ଠାର ନିମ୍ନୋକ୍ତ କୋଡ ବଦଳାଇବା ପାଇଁ ଅନୁରୋଧ -

{{editlink|Wiktionary:ଆଜିର ଶବ୍ଦ/{{{4|{{CURRENTMONTHNAME}}}}} {{{5|{{CURRENTDAY}}}}}}},

କୁ

{{editlink|Wiktionary:ଆଜିର ଶବ୍ଦ/{{{4|{{CURRENTMONTHNAME}}}}} {{{5|{{CURRENTYEAR}}}}}}},

ଦ୍ଵାରା ବଦଳା ଯାଉ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୪:୫୬, ୨୨ ଅପ୍ରେଲ ୨୦୧୪ (UTC)

ବଟ୍ ଦ୍ଵାରା ତିଆରି ଲେଖା ପାଇଁ ନୂଆ ଡିଜାଇନ[ସମ୍ପାଦନା]

ଉଇକି ଅଭିଧାନରେ ବଟ ଦ୍ଵାରା ତିଆରି ଲେଖା ଗୁଡିକ ପାଇଁ ନୂଆ ଡିଜାଇନଟିଏ କରାଯାଇଛି - ଶ୍ରେଣୀ:ବଟ ତିଆରି ୩

ଭାଷାକୋଷରୁ ଏଥିରେ ସିଧାସଳଖ ଲେଖା କପି ନହୋଇ କିଛି ସଜେଇ ହେଇ ରହିବ । ପୂର୍ବରୁ ତିନୋଟି ପର୍ଯ୍ୟାୟରେ ଯେଉଁ କାମ ହେଉଥିଲା ତାହା ଥରକେରେ ହେବ ଆଉ ସାଧାରଣ ବନାନ ଭୁଲ (ଯ - ୟ / ୱ - ବ) ସଂପୂର୍ଣ୍ଣ ଦୂର ହେବ । ତେବେ ନୂଆ ଡିଜାଇନ୍‌କୁ ଭଲ କରିବା ପାଇଁ ଯଦି କାହାର କିଛି ମତାମତ ଥାଏ ଜଣେଇବେ । ଏଥିରେ "(ଦେଖ)" ପାଖରେ ଲିଙ୍କ ଏବଂ ହିନ୍ଦୀ/ବଙ୍ଗାଳୀ ଭାଷା ଲିଙ୍କ ଆପେ ଆପେ ଆସିବ, ଯଥା - ଗଇଁଠାଗଅଁଠି ଇତ୍ୟାଦି ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୦:୪୬, ୩୧ ଅକ୍ଟୋବର ୨୦୧୪ (UTC)

Global AbuseFilter[ସମ୍ପାଦନା]

Hello,

AbuseFilter is a MediaWiki extension used to detect likely abusive behavior patterns, like pattern vandalism and spam. In 2013, Global AbuseFilters were enabled on a limited set of wikis including Meta-Wiki, MediaWiki.org, Wikispecies and (in early 2014) all the "small wikis". Recently, global abuse filters were enabled on "medium sized wikis" as well. These filters are currently managed by stewards on Meta-Wiki and have shown to be very effective in preventing mass spam attacks across Wikimedia projects. However, there is currently no policy on how the global AbuseFilters will be managed although there are proposals. There is an ongoing request for comment on policy governing the use of the global AbuseFilters. In the meantime, specific wikis can opt out of using the global AbuseFilter. These wikis can simply add a request to this list on Meta-Wiki. More details can be found on this page at Meta-Wiki. If you have any questions, feel free to ask on m:Talk:Global AbuseFilter.

Thanks,

PiRSquared17, Glaisher
— ୧୭:୩୬, ୧୪ ନଭେମ୍ବର ୨୦୧୪ (UTC)

ShitiBot କୁ ଉଇକିଅଭିଧାନ ରେ ସମ୍ମତି ଦେବାପାଇଁ ଆବେଦନ[ସମ୍ପାଦନା]

ShitiBot କୁ ଉଇକିଅଭିଧାନରେ ଅନୁମୋଦିତ କରିବା ପାଇଁ ସମର୍ଥନ ଆବଶ୍ୟକ । ଏହା ଦ୍ଵାରା ନଗଦ ବଦଳରେ ବଟ୍ ସମ୍ପାଦନା ଦେଖାଯିବନି ଏବଂ ବ୍ୟବହାରକାରୀଙ୍କ ଦ୍ଵାରା ହେଉଥିବା ବଦଳକୁ ପରଖା ଯାଇପାରିବ ।

  • ଭାଷା - ପାଇଥନ
  • କାର୍ଯ୍ୟ - ନୂଆ ଲେଖା ତିଆରି ଓ ପୁରୁଣା ଲେଖା ସୁଧାର
  • ସମୟ - ଅଧିକ ବ୍ୟବହୃତ ହେଉନଥିବାରୁ ଟ୍ରାଫିକ ଅସୁବିଧା ହେବ ନାହିଁ । ଏଣୁ ଅଧିକାଂଶ ସମୟ ବଟ୍ ଚାଲିପାରିବ ।

--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୦:୪୫, ୨୨ ନଭେମ୍ବର ୨୦୧୪ (UTC)

ସମର୍ଥନ ସମର୍ଥନ[ସମ୍ପାଦନା]

  1. --Aditya Mahar (ମୋ ଆଲୋଚନା) ୦୧:୩୬, ୨୩ ନଭେମ୍ବର ୨୦୧୪ (UTC)
  2. --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୧୫, ୨୩ ନଭେମ୍ବର ୨୦୧୪ (UTC)
  3. --Jnanaranjan sahu (ମୋ ଆଲୋଚନା) ୦୩:୨୬, ୨୩ ନଭେମ୍ବର ୨୦୧୪ (UTC)
  4. --Srikant Kedia ୧୫:୨୪, ୨୩ ନଭେମ୍ବର ୨୦୧୪ (UTC)
  5. -ଅଂଶୁମାନ (ମୋ ଆଲୋଚନା) ୧୫:୫୧, ୨୩ ନଭେମ୍ବର ୨୦୧୪ (UTC)


wiktionary ନେମସ୍ପେସ ଅନୁବାଦ[ସମ୍ପାଦନା]

ଉଇକିଆଳି ବନ୍ଧୁଗଣ,

ଓଡ଼ିଆ ଉଇକିଆଭିଧାନରେ ଥିବା "Wiktionary" ନେମସ୍ପେସ ଟିକୁ "ଉଇକିଅଭିଧାନ" ଭାବେ ଅନୁବାଦ କରିବା ପାଇଁ ଏକ ବଗ୍ ଫାଇଲ କରାଯାଇଛି । ତେବେ କମ୍ୟୁନିଟି ମତାମତ ଆବଶ୍ୟକ ଅଟେ । ସଭିଙ୍କୁ ନିଜ ନିଜ ମତାମତ ଦେବା ପାଇଁ ଅନୁରୋଧ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୫୬, ୧ ଅପ୍ରେଲ ୨୦୧୫ (UTC)

ନେମସ୍ପେସ ଗଠନ ଓ ଅନୁବାଦ[ସମ୍ପାଦନା]

ଉଇକିଆଳି ବନ୍ଧୁମାନେ,

ଉଇକିଅଭିଧାନରେ ଶବ୍ଦ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ, ଏହାକୁ ନୂଆ ପାଠକମାନଙ୍କ ପାଇଁ ବ୍ୟବହାର ଉପଯୋଗୀ କରିବାକୁ ହେବ । ଖୋଜିବାରେ ସୁବିଧା କରିବାପାଇଁ କିଛି ନୂଆ ନେମସ୍ପେସ ଗଠନ କରିବାକୁ ହେବ । ଏହା ଇଂରାଜୀ ଉଇକିରେ ଅଛି । 'ସୂଚୀ' (index) ଓ ଅନ୍ୟଟି 'ଆଧାର' (citation) । ଏ ବାବଦରେ କିଛି ମନ୍ତବ୍ୟ ଥିଲେ ଜଣେଇବାକୁ ଅନୁରୋଧ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୪୦, ୩ ମଇ ୨୦୧୫ (UTC)

ମତାମତ[ସମ୍ପାଦନା]

  1. Symbol support vote.svg ସମର୍ଥନ ଅଧିକ ନେମସ୍ପେସ ତିଆରି ହେବା ଲୋଡ଼ା ଆଉ ଏଥି ଲାଗି ପୂରା ସମର୍ଥନ । --ସୁଭାସିସ ପାଣିଗାହି (ମୋ ଆଲୋଚନା) ୦୨:୩୮, ୫ ମଇ ୨୦୧୫ (UTC)

ଉଇକିଅଭିଧାନରେ ShortURL[ସମ୍ପାଦନା]

ନମସ୍କାର,

ଉଇକିଅଭିଧାନରେ ShortURL ବ୍ୟବସ୍ଥା ସଚଳ କରିବା ପାଇଁ ସଭିଙ୍କ ମତାମତ ଆବଶ୍ୟକ । ଏହି ବ୍ୟବସ୍ଥା ଆଗରୁ ଓଡ଼ିଆ ଉଇକିପିଡିଆରେ ସଚଳ ହୋଇସାରିଛି । ଏହି ଛୋଟ ଇଉଆରଏଲ କୁ ଆମେ ଇମେଲ ସୋସିଆଲ ମିଡ଼ିଆ ଆଦିରେ ବ୍ୟବହାର କରିପାରିବା ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୩:୪୭, ୨୭ ଜୁନ ୨୦୧୫ (UTC)

ମତାମତ[ସମ୍ପାଦନା]

  1. Symbol support vote.svg ସମର୍ଥନ ଏହା ନିଶ୍ଚିତ ହେବା ଉଚିତ ।--Jnanaranjan sahu (ମୋ ଆଲୋଚନା) ୧୨:୪୪, ୨୮ ଜୁନ ୨୦୧୫ (UTC)

Jnanabot କୁ ଉଇକିଅଭିଧାନ ରେ ସମ୍ମତି ଦେବାପାଇଁ ଆବେଦନ[ସମ୍ପାଦନା]

Jnanabot କୁ ଉଇକିଅଭିଧାନରେ ଅନୁମୋଦିତ କରିବା ପାଇଁ ସମର୍ଥନ ଆବଶ୍ୟକ । ଏହା ଦ୍ଵାରା ନଗଦ ବଦଳରେ ବଟ୍ ସମ୍ପାଦନା ଦେଖାଯିବନି ଏବଂ ବ୍ୟବହାରକାରୀଙ୍କ ଦ୍ଵାରା ହେଉଥିବା ବଦଳକୁ ପରଖା ଯାଇପାରିବ ।

  • ଭାଷା - ପାଇଥନ, ପିଏଚପି, ଜାଭାସ୍କ୍ରିପ୍ଟ
  • କାର୍ଯ୍ୟ - ନୂଆ ଲେଖା ତିଆରି ଓ ପୁରୁଣା ଲେଖା ସୁଧାର
  • ସମୟ - ଆବଶ୍ୟକତା ଅନୁଯାୟୀ ।

--Jnanaranjan sahu (ମୋ ଆଲୋଚନା) ୦୭:୨୭, ୨୧ ଜାନୁଆରୀ ୨୦୧୬ (UTC)

  1. Symbol support vote.svg ସମର୍ଥନ --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୫:୧୮, ୨୨ ଜାନୁଆରୀ ୨୦୧୬ (UTC)
  2. Symbol support vote.svg ସମର୍ଥନ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୨୧, ୨୪ ଜାନୁଆରୀ ୨୦୧୬ (UTC)

Compact Links coming soon to this wiki[ସମ୍ପାଦନା]

Please help translate to your language

Screenshot of Compact Language Links interlanguage list

Hello, I wanted to give a heads up about an upcoming feature for this wiki which you may seen already in the Tech News. Compact Language Links has been available as a beta-feature on all Wikimedia wikis since 2014. With compact language links enabled, users are shown a much shorter list of languages on the interlanguage link section of an article (see image). This will be enabled as a feature in the soon for all users, which can be turned on or off using a preference setting. We look forward to your feedback and please do let us know if you have any questions. Details about Compact Language Links can be read in the project documentation.

Due to the large scale enablement of this feature, we have had to use MassMessage for this announcement and as a result it is only written in English. We will really appreciate if this message can be translated for other users of this wiki. The main announcement can also be translated on this page. Thank you. On behalf of the Wikimedia Language team: Runa Bhattacharjee (WMF) (talk)-୧୩:୦୬, ୨୯ ଜୁନ ୨୦୧୬ (UTC)

Compact Language Links enabled in this wiki today[ସମ୍ପାଦନା]

Please help translate to your language

Screenshot of Compact Language Links interlanguage list

Compact Language Links has been available as a beta-feature on all Wikimedia wikis since 2014. With compact language links enabled, users are shown a much shorter list of languages on the interlanguage link section of an article (see image). Based on several factors, this shorter list of languages is expected to be more relevant for them and valuable for finding similar content in a language known to them. More information about compact language links can be found in the documentation.

From today onwards, compact language links has been enabled as the default listing of interlanguage links on this wiki. However, using the button at the bottom, you will be able to see a longer list of all the languages the article has been written in. The setting for this compact list can be changed by using the checkbox under User Preferences -> Appearance -> Languages

The compact language links feature has been tested extensively by the Wikimedia Language team, which developed it. However, in case there are any problems or other feedback please let us know on the project talk page. It is to be noted that on some wikis the presence of an existing older gadget that was used for a similar purpose may cause an interference for compact language list. We would like to bring this to the attention of the admins of this wiki. Full details are on this phabricator ticket (in English).

Due to the large scale enablement of this feature, we have had to use MassMessage for this announcement and as a result it is only written in English. We will really appreciate if this message can be translated for other users of this wiki. Thank you. On behalf of the Wikimedia Language team: Runa Bhattacharjee (WMF) (talk)-୦୩:୦୫, ୧ ଜୁଲାଇ ୨୦୧୬ (UTC)

Columns for references[ସମ୍ପାଦନା]

୧୮:୨୩, ୧ ସେପ୍ଟେମ୍ବର ୨୦୧୭ (UTC)

Heads-up about a technical change affecting this wiki[ସମ୍ପାଦନା]

Hello. Please help translate to your language. ସାଧୁବାଦ!

This is a heads-up about a technical change affecting this wiki. You do not need to do anything.

In July 2017, the Wikimedia Foundation announced the intention to replace Tidy with RemexHTML across the Wikimedia cluster by July 2018. In order to make this switch, a number of broken wikitext patterns were identified that required fixing on wikis, highlighted via the high priority categories in the Linter extension.

While still planning to finish turning off Tidy in July 2018, doing early switches of wikis from Tidy to Remex will let us identify any lingering issues that are not already caught by the linter categories and our QA testing. We are encouraging big wikis that have worked hard to switch sooner, for example.

Since your wiki has zero high-priority errors, we think that it is ready to switch from Tidy to Remex. To be clear, if we notice problems (or if the wiki requests it), we will revert the change, after identifying the source of the problem. If you notice any incorrect rendering, you can use ?action=parsermigration-edit to identify if the switch from Tidy actually caused it.

We are suggesting 5 December 2017 as the possible date for the switch to happen, so there would still be plenty of time to fix any issues before the holidays start. We look forward to hearing any concerns you would have with this plan, and about how we can help make this transition as smooth as possible: if you have any comments, please remember to ping me personally to make sure I notice and address them, otherwise we will assume this message is acknowledged and the deadline works for your community.

Best, mw:User:Elitre (WMF) ୧୦:୩୫, ୨୮ ନଭେମ୍ବର ୨୦୧୭ (UTC)

PS: Apologies if you are seeing this message on a page that is not the best location for it: I have looked for the appropriate target pages (for example, on Meta), but may have found none. Please, by all means, move the message where you see fit, but most importantly, fix the various distribution lists by adding the correct page there, to avoid that this happens again in the future. I appreciate your understanding, and am available for further information and explanations.