ଉଇକିଅଭିଧାନ, ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ । ଓଡ଼ିଆ ଉଇକିଅଭିଧାନରେ ବର୍ତ୍ତମାନ ସୁଦ୍ଧା ୧,୦୮,୬୪୮ଟି ଶବ୍ଦ ରହିଛି । ଏହି ଶବ୍ଦ ଗୁଡ଼ିକ ଓଡ଼ିଆ ସମେତ ଆହୁରି ଅନେକ ଭାଷାରେ ରହିଛି କିନ୍ତୁ ଏହାର ଶବ୍ଦାର୍ଥ ଓ ବ୍ୟାଖ୍ୟା ଓଡ଼ିଆରେ ଅଛି । ଯଥା - ଓଡ଼ିଆ ଶବ୍ଦର ଓଡ଼ିଆ ଶବ୍ଦାର୍ଥ; ବଙ୍ଗାଳୀ ଶବ୍ଦର ଓଡ଼ିଆ ଶବ୍ଦାର୍ଥ; ଇଂରାଜୀ ଶବ୍ଦର ଓଡ଼ିଆ ଶବ୍ଦାର୍ଥ ଇତ୍ୟାଦି ।
ଏହି ଅଭିଧାନଟି ମୁଖ୍ୟତଃ ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ତିଆରି ହୋଇଛି । ଏହାକୁ ଯେକେହି ସମ୍ପାଦନା କରିପାରିବେ ଓ ବ୍ୟବହାର ମଧ୍ୟ କରିପାରିବେ । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡେନାହିଁ ।
ଆପଣ ବି ଚାହିଁଲେ ଏହି ଅଭିଧାନଟିରେ କୌଣସି ନୂଆ ଶବ୍ଦ, ଯେକୌଣସି ଭାଷାର ଶବ୍ଦ, ଯୋଡିପାରିବେ କିମ୍ବା କୌଣସି ଭୁଲ ସଂଶୋଧନ କରିପାରିବେ । ନୂଆ ଶବ୍ଦଟିଏ ଯୋଡିବା ପାଇଁ ନିମ୍ନୋକ୍ତ ବାକ୍ସରେ ଶବ୍ଦଟିକୁ ଲେଖି କ୍ଲିକ କରନ୍ତୁ ।
|
ସଂକୁଡ଼ି
ଉଚ୍ଚାରଣ: Saṁkuṟḍ̠iଶବ୍ଦ ବିନ୍ୟାସ: ସଂସ୍କୃତ - ସଙ୍କାର=ସଂମ୍ମାର୍ଜନୀକ୍ଷିପ୍ତ ଧୂଳି, ଆବର୍ଜନାଦେଶଜ - ବିଶେଷ୍ୟ —
- ଉଚ୍ଛିଷ୍ଟ ଖାଦ୍ୟ
- ଜଳପକ୍ୱ ଖାଦ୍ୟ (ଭାତ, ଡାଲି, ତିଅଣ, ଜଳପକ୍ୱ ପିଠା ପ୍ରଭୃତି)
|