ଉଇକିଅଭିଧାନ:ପରିଚାଳକ ହେବା ପାଇଁ ଅନୁରୋଧ/ବ୍ୟବହାରକାରୀ:ଶିତିକଣ୍ଠ ଦାଶ

ଉଇକିଅଭିଧାନ‌ରୁ

ଆଦରର ଉଇକିଆଳି ଗଣ,

ଏହା ଭିତରେ ଛ'ମାସ ବିତିଯାଇଥିବାରୁ, ସାମୟିକ ଭାବେ ମିଳିଥିବା ମୋ ପରିଚାଳକ କ୍ଷମତାର ଅବଧି ସରିଯାଇଛି । ଅଧିକ ସମୟ ପାଇଁ ପରିଚାଳକ ହେଇ ଉଇକିଆଭିଧାନର ରକ୍ଷଣା ବେକ୍ଷଣ କରିବା ପାଇଁ ଚାହୁଁଛି । ସମସ୍ତଙ୍କୁ ନିଜ ମତାମତ ଦେବାକୁ ଅନୁରୋଧ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୯:୫୨, ୭ ଅକ୍ଟୋବର ୨୦୧୫ (UTC)[reply]

ସମର୍ଥନ ସମର୍ଥନ[ସମ୍ପାଦନା]

  1. ସ୍ଥାୟୀ ପରିଚାଳକ ନିମନ୍ତେ ସମର୍ଥନ (Support for permanent Sysop rights)--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୩୩, ୮ ଅକ୍ଟୋବର ୨୦୧୫ (UTC)[reply]
ଧନ୍ୟବାଦ ଭାଇ କିନ୍ତୁ କମ୍ୟୁନିଟି ଅଧିକ ବଡ ନହେଲେ ସେମାନେ ବୋଧେ ପର୍ମାନେଣ୍ଟ ଆକ୍ସେସ ଦେବେନି ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୪୯, ୮ ଅକ୍ଟୋବର ୨୦୧୫ (UTC)[reply]
  1. ସମର୍ଥନ --Jnanaranjan sahu (ମୋ ଆଲୋଚନା) ୦୪:୧୮, ୨୨ ଜାନୁଆରୀ ୨୦୧୬ (UTC)[reply]

ଭିନ୍ନମତ[ସମ୍ପାଦନା]