ଉଇକିଅଭିଧାନ:ପରିଚାଳକ ହେବା ପାଇଁ ଅନୁରୋଧ/ବ୍ୟବହାରକାରୀ:ଶିତିକଣ୍ଠ ଦାଶ (୩)

ଉଇକିଅଭିଧାନ‌ରୁ

ଆଦରର ଉଇକିଆଳି ଗଣ,

ପ୍ରାୟତଃ ସଜାଣି କାମ ବ୍ୟତୀତ, ଶବ୍ଦ ଯୋଡ଼ିବାରେ ସକ୍ରିୟ ରହିପାରିନାହିଁ । ଅନ୍ୟ କେହି ସକ୍ରିୟ ନଥିବାରୁ, ପୁନଃ ପରିଚାଳକ ହେବପାଇଁ ଆବେଦନ କରୁଛି । ମତାମତ ଦେବାପାଇଁ ଅନୁରୋଧ । ଯଦି ଅନ୍ୟକେହି ସକ୍ରିୟ-ପୁରୁଣା ଉଇକିଆଳି, ପରିଚାଳକ ହେବପାଇଁ ଆଗ୍ରହୀ ଜଣାଇବେ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୦୫, ୨୪ ଜାନୁଆରୀ ୨୦୧୯ (UTC)[reply]

ସମର୍ଥନ ସମର୍ଥନ[ସମ୍ପାଦନା]

  1. ସ୍ଥାୟୀ ପରିଚାଳକ ନିମନ୍ତେ ସମର୍ଥନ (Support for permanent Sysop rights) --MKar (ମୋ ଆଲୋଚନା) ୧୮:୨୮, ୨୪ ଜାନୁଆରୀ ୨୦୧୯ (UTC)[reply]
ଧନ୍ୟବାଦ ଭାଇ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୩:୨୧, ୨୭ ଜାନୁଆରୀ ୨୦୧୯ (UTC)[reply]
  1. ସମର୍ଥନ --Bikash Ojha (ମୋ ଆଲୋଚନା) ୦୮:୫୭, ୨୭ ଜାନୁଆରୀ ୨୦୧୯ (UTC):[reply]
ସମର୍ଥନ ପାଇଁ ଧନ୍ୟବାଦ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୩:୨୧, ୨୭ ଜାନୁଆରୀ ୨୦୧୯ (UTC)[reply]
  1. ସମର୍ଥନ --Jnanaranjan sahu (ମୋ ଆଲୋଚନା) ୦୩:୪୯, ୩୧ ଜାନୁଆରୀ ୨୦୧୯ (UTC)[reply]

ଫଳାଫଳ[ସମ୍ପାଦନା]