ଉଇକିଅଭିଧାନ:ବଛା ଶବ୍ଦ/୨୦୧୫/ଜୁଲାଇ
ଦେଖଣା
ନଗଦ
ଉଚ୍ଚାରଣ: Nagada
ବୈଦେଶିକ - ବିଶେଷ୍ୟ - (ଆରବୀ - ନକ୍ଦ) —
- ଗଚ୍ଛିତ ଟଙ୍କା; ରୋକଡ଼; ମୁଦ୍ରାରୂପୀ ଧନ
- ସଙ୍ଗେ ସଙ୍ଗେ ଟଙ୍କା ଆଦାନ ପ୍ରଦାନ
[ଦ୍ରଷ୍ଟବ୍ୟ —ସିଦ୍ଧେଶ୍ୱରପୁର ଦେଶଶାସନ ମକଦମ ନଗଦ ଗଣାଇଲା— ଶିଶୁ ହସ୍ତାକ୍ଷର ଲିପି]
ବିଶେଷଣ —
- ଅତି ଅଳ୍ପ କାଳ ହେଲା ଘଟିଥିବା