ଉଇକିଅଭିଧାନ:ବଛା ଶବ୍ଦ/୨୦୧୫/ମାର୍ଚ୍ଚ

ଉଇକିଅଭିଧାନ‌ରୁ

ପଞ୍ଚାକ୍ଷର

ଉଚ୍ଚାରଣ: Pan̄chākshara
ସ୍ତ୍ରୀ: ପଞ୍ଚାକ୍ଷରୀ
ଶବ୍ଦ ବିନ୍ୟାସ: ବହୁବ୍ରୀହି; ପଞ୍ଚ+ ଅକ୍ଷର
ସଂସ୍କୃତ - ବିଶେଷଣ

  1. ପାଞ୍ଚଟି ଅକ୍ଷରଯୁକ୍ତ (ମନ୍ତ୍ର)

[ଦ୍ରଷ୍ଟବ୍ୟ —ଶିବ ପଞ୍ଚାକ୍ଷର ମନ୍ତ୍ରଃ—ନମଃ ଶିବାୟ, ବିଷ୍ଣୁ ପଞ୍ଚାକ୍ଷର— ବିଷ୍ଣବେ ନମଃ]
ସଂସ୍କୃତ - ବିଶେଷ୍ୟ

  1. ପଞ୍ଚ ଅକ୍ଷରବିଶିଷ୍ଟ ପ୍ରତିଷ୍ଠା ନାମକ ବୃତ୍ତ