ଉଇକିଅଭିଧାନ:ବଛା ଶବ୍ଦ/୨୦୧୬/ନଭେମ୍ବର

ଉଇକିଅଭିଧାନ‌ରୁ

ପଞ୍ଚା

ଉଚ୍ଚାରଣ: Pan̄chā
ଶବ୍ଦ ବିନ୍ୟାସ: ସଂସ୍କୃତ - ପଞ୍ଚନ୍
ଦେଶଜ - ବିଶେଷଣ

  1. 'ପାଞ୍ଚ' ସଂଖ୍ୟା ଦ୍ୱାରା ଗୁଣିତ
  2. ତିନି ପଞ୍ଚା ପନ୍ଦରପଣ—ପଣକିଆ

ଦେଶଜ - ବିଶେଷ୍ୟ

  1. ଗ୍ରାମର ପାଞ୍ଚଜଣ ବା ସମସ୍ତଙ୍କଠାରୁ ସାଧାରଣ କାର୍ଯ୍ୟ ନିମନ୍ତେ ଆଦାୟ କରାଯିବା ଭେଦା; ଚାନ୍ଦା