ଉଇକିଅଭିଧାନ:ବଛା ଶବ୍ଦ/୨୦୧୭/ଅପ୍ରେଲ

ଉଇକିଅଭିଧାନ‌ରୁ

ବତାଲି

ଉଚ୍ଚାରଣ: batāli
ବିଶେଷ୍ୟ - ଦେଶଜ

  1. ଜୀବନ ରକ୍ଷାକାରୀ ଛୋଟ ଡଙ୍ଗା ଯାହା ସାଧାରଣତଃ ବୋଇତ/ଜାହାଜ ମାନଙ୍କରେ ଥାଏ

[ଉଦାହରଣ —"ଦିନ ହେଲା, ଦେଖିଲୁ, ଧାମରା ଘଡିଆମାଳ ମୁହାଣ । ଆଉ ଚାରା ନାହିଁ, ବତାଲିକୁ ଓହ୍ଲାଇ ଆସିଲୁଁ ।" -ଗଳ୍ପସ୍ଵଳ୍ପ: ଫକୀରମୋହନ]