ଉଇକିଅଭିଧାନ:ବଛା ଶବ୍ଦ/୨୦୧୭/ନଭେମ୍ବର

ଉଇକିଅଭିଧାନ‌ରୁ

ଜୀବନୀ

ଉଚ୍ଚାରଣ: Jībanī
ଶବ୍ଦ ବିନ୍ୟାସ: ଜୀବ ଧାତୁ+କରଣ ଅନ+ସ୍ତ୍ରୀ. ଈ
ସଂସ୍କୃତ - ବିଶେଷଣ

  1. ଯାହା ଜୀବନ ଦାନ କରେ, ଆୟୁର୍ବୃଦ୍ଧିକାରକ

ଦେଶଜ - ବିଶେଷ୍ୟ

  1. କୌଣସି ବ୍ୟକ୍ତିଙ୍କ ଜୀବନଚରିତ