ଉଇକିଅଭିଧାନ:ବଛା ଶବ୍ଦ/୨୦୧୮/ଫେବୃଆରୀ

ଉଇକିଅଭିଧାନ‌ରୁ

ଚାଟ

ଉଚ୍ଚାରଣ: Chāṭa
ଶବ୍ଦ ବିନ୍ୟାସ: ସଂସ୍କୃତ - ଛାତ୍ର; ନବ୍ୟ ସଂସ୍କୃତ - ଚଟ୍ଟ; ସଂସ୍କୃତ - ଚେଟକ= ସେବକ, ଦାସ
ଦେଶଜ - ବିଶେଷ୍ୟ

  1. ପାଠଶାଳାରେ ପଢୁଥିବା ଛାତ୍ର; ଶିଷ୍ୟ

[ଉଦାହରଣ —କାହିଁ ବା ଚାଟେ ଚାହାଳିରେ ପଢ଼ନ୍ତି ପୋଥି ଧୀରେ ଧୀରେ— ମଧୁସୂଦନ, ଛନ୍ଦମାଳ]