ଉଇକିଅଭିଧାନ:ବଛା ଶବ୍ଦ/୨୦୨୦/ଅକ୍ଟୋବର

ଉଇକିଅଭିଧାନ‌ରୁ

ବିଧାନ

ଉଚ୍ଚାରଣ: Bidhāna
ଶବ୍ଦ ବିନ୍ୟାସ: ବି+ ଧା ଧାତୁ+ ଭାବ. ଅନ
ଦେଶଜ

  1. ପରି; ସଦୃଶ

[ଉଦାହରଣ —କ୍ରୋଧେ ନ ସ୍ଫୁରଇ ବଚନ, ନ କାନ୍ଦି କାନ୍ଦିଲା ବିଧାନ - ଭୂପତି, ପ୍ରେମ ପଞ୍ଚାମୃତ]