ଉଇକିଅଭିଧାନ:ବଛା ଶବ୍ଦ/୨୦୨୧/ମାର୍ଚ୍ଚ

ଉଇକିଅଭିଧାନ‌ରୁ

ପିଲ୍ଲି

ଉଚ୍ଚାରଣ: Pilli
ପ୍ରାଦେଶିକ (ସମ୍ୱଲପୁର, ଗଞ୍ଜାମ) - ବିଶେଷ୍ୟ

  1. ପୁଆ; ଡାବଲପୁଆ ଖେଳରେ ଯେଉଁ କ୍ଷୁଦ୍ର କାଠିକୁ ଡାବଲ ବା ବାଡ଼ିଦ୍ୱାରା ଦୂରକୁ ନିକ୍ଷିପ୍ତ କରାଯାଏ