ଉଇକିଅଭିଧାନ:ବଛା ଶବ୍ଦ/୨୦୨୨/ଜାନୁଆରୀ

ଉଇକିଅଭିଧାନ‌ରୁ

ଛଡ଼ାଫୁଲ

ଉଚ୍ଚାରଣ: Chhaṟḍ̠āphula
ଶବ୍ଦ ବିନ୍ୟାସ: ସଂସ୍କୃତ - ଛିନ୍ନ+ପୁଷ୍ପ
ଦେଶଜ - ବିଶେଷ୍ୟ

  1. ଦେବତା ବା ମନୁଷ୍ୟଙ୍କର ବ୍ୟବହାର ପରେ ଯେଉଁ ଫୁଲ ଶରୀରରୁ କଢ଼ା ଯାଇଥାଏ; ଉଲାଗି ଫୁଲ