ଉଇକିଅଭିଧାନ:ବଛା ଶବ୍ଦ/୨୦୨୨/ସେପ୍ଟେମ୍ବର

ଉଇକିଅଭିଧାନ‌ରୁ

ବ୍ରାହ୍ମ ମୁହୂର୍ତ୍ତ

ଉଚ୍ଚାରଣ: Brāhma muhūrtta
ସଂସ୍କୃତ - ବିଶେଷ୍ୟ

  1. ରାତ୍ରିର ଶେଷାର୍ଦ୍ଧ ପ୍ରହର; ରାତ୍ରିର ଅନ୍ତିମ ୨ ଦଣ୍ଡ; ସୂର୍ଯ୍ୟୋଦୟ ପୂର୍ବରୁ ଦୁଇ ଘଡ଼ି ସମୟ