କଣା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  1. କଣ
  2. ରନ୍ଧ୍ର; ଛିଦ୍ର; ଜଳା
  3. ଏକ ଚକ୍ଷୁହୀନ ବ୍ୟକ୍ତି

ବିଶେଷଣ (ଦେଶଜ)[ସମ୍ପାଦନା]

  1. ରନ୍ଧ୍ରଯୁକ୍ତ (ପାତ୍ର) । ଯଥା: କଣା ହାଣ୍ଡି; କଣା ମାଠିଆ
  2. ଗୋଟିଏ ଚକ୍ଷୁ ନ ଥିବା; ଏକଚକ୍ଷୁହୀନ ପୁରୁଷ