କାନ୍ତି

ଉଇକିଅଭିଧାନ‌ରୁ

କାନ୍ତି (ବିଶେଷ୍ୟ)[ସମ୍ପାଦନା]

  1. ଜ୍ୟୋତି; ଆଲୋକ; ଦୀପ୍ତି; ଔଜ୍ଜ୍ୱଲ୍ୟ
  2. ଶୋଭା; ଲାବଣ୍ୟ, ସୌନ୍ଦର୍ଯ୍ୟ
  3. କାମନା; ଇଚ୍ଛା
  4. କମନୀୟା ସ୍ତ୍ରୀ
  5. ଦୁର୍ଗା
  6. ଚନ୍ଦ୍ରକଳା
  7. କାମଶକ୍ତି ବିଶେଷ