ଆଲୋକ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  1. ଦୀପ୍ତି; ଆଲୁଅ
  2. ଦର୍ଶନ; ଦେଖିବା
  3. ଦୃଷ୍ଟିପଥ
  4. ପ୍ରକାଶ
  5. ଜୟଧ୍ଵନି
  6. ସ୍ତୁତି; ବନ୍ଦିଭାଷଣ
  7. ଦୃଷ୍ଟି ଶକ୍ତି
  8. ଲକ୍ଷଣାର୍ଥ ସଭ୍ୟତା: ଜ୍ଞାନ