Jump to content

ଗୃହ୍ୟ

ଉଇକିଅଭିଧାନ‌ରୁ

ଗୃହ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ଗ୍ରହ ଧାତୁ+କର୍ମ. ଯ)[ସମ୍ପାଦନା]

୧. ଆକର୍ଷିତ ହେବାର ଯୋଗ୍ୟ — ୧. Fit to be attracted.
୨. ଗ୍ରହଣଯୋଗ୍ୟ —୨. Acceptable.
୩. ପରାଧୀନ; ଅନ୍ୟର ଆଶ୍ରିତ —୩. Dependent.
୪. ଆୟତ୍ତ; ଅଧୀନ —୪. Subordinate; subservent.
୫. (ସମାସରେ ଅନ୍ୟ ଶଦ୍ଦ ସଙ୍ଗେ ପ୍ରଯୁକ୍ତ, ଯଥା— ଗ୍ରାମଗୃହ୍ୟା ସେନା)—ବାହାରରେ ଅବସ୍ଥିତ — ୫. Situated outside of.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଗୃହରେ ବାସ କରୁଥିବା ବ୍ୟକ୍ତି — ୧. Inmate of a house.
୨. ଗୃହପାଳିତ ଜୀବ —୨. Domesticated animal.
୩. ଗୃହ୍ୟାଗ୍ନି (ଦେଖ) - —୩. Gṛuhyāgni (See).
୪. ଗୁହ୍ୟଦ୍ୱାର —୪. The anus.
୫. ଗୃହ୍ୟସୂତ୍ର (ଦେଖ) - ୫. Gṛuhyasūtra (See)