ଚକ୍ର
ଦେଖଣା
ଚକ୍ର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (କୃ ଧାତୁ+କର୍ତ୍ତ. ଅ ନିପାତନ)
[ସମ୍ପାଦନା]- ୧. ଚକ୍ରବାକପକ୍ଷୀ; ଚକୁଆ —୧. The shel drake (bird).
- ୨. ରଥାଙ୍ଗ; ରଥର ଚକ —୨. Wheel of a car.
- ୩. ଚକ୍ରରଥ; ଚକ୍ରଯାନ — ୩. Cycle; vehicle; a wheeled conveyance.
- ୪. କାଳଚକ୍ର —୪. Cycle of time.
- ୫. ଘୋଡ଼ାଦୈଡ଼ର ଚକ୍ରକାର ପଥ — ୫. Race circle; race course.
- ୬. ଘେରା; ଚାରିଆଡ଼େ ଘୂରି କରି ବୁଲିବା —୬. Circuit.
- ୭. ଚକ୍ରାକାର ବେଷ୍ଟନୀ —୭. Ring or circular belt.
- ୮. କୁମ୍ଭରର ଚକ —୮. Potter's wheel.
- ୯. ବହୁବର୍ଷର ସମଷ୍ଟି ବା ସମାହାର — ୯. A cycle of years.
- ୧. ଜଳା ବର୍ତ୍ତ —୧୦. Eddy; whirlpool.
- ୧୧. ବୃତ୍ତ —୧୧. Circle.
- ୧୨. ଗୋଳକ —୧୨. Sphere.
- ୧୩. ବିଷ୍ଣୁଙ୍କ ଶସ୍ତ୍ର; ସୁଦର୍ଶନ ଚକ୍ର — ୧୩. The discus; circular weapon of Bishṇu.
- ୧୪. ବୃତ୍ତର ପରିଧି —୧୪. Circumference.
- ୧୫. ଚକ୍ରାକାର ଅସ୍ତ୍ର —୧୫. A sharp circular weapon (disc) of offense.
- ୧୬. ଗ୍ରାମସମୂହ; ଚକଲା —୧୬. An aggregate of many village; a village union for revenue administration purposes.
- ୧୭. ଦଳ; ସମୂହ —୧୭. Troop; multitude; collection; assemblage.
ବନ୍ଦୀ ବୋଇଲା ଆହେ ଶୁଣ ଅଷ୍ଟବକ୍ର ପାଠ ଶାଠରେ ମୁହଁ ଜିଣି ଦ୍ୱିଜଚକ୍ର କୃଷ୍ଣସିଂହ. ମହାଭାରତ. ବନ
- ୧୮. ଗ୍ରହମଣ୍ଡଳ —୧୮. Halo round a planet or disc.
- ୧୯. ଚକ୍ରବ୍ୟୁହ; ଚକ୍ରାକାର ସୈନ୍ୟସମାବେଶ — ୧୯. A circular batttle-array.
- ୨. ଦେଶାଂଶ; ପ୍ରବେଶ; ଜିଲ୍ଲା — ୨୦. Province; district.
- ୨୧. ରାଜ୍ୟ —୨୧. Kingdom; realm.
- ୨୨. ଜମିଦାରୀ —୨୨. Estate.
- ୨୩. ରାଶିଚକ୍ର —୨୩. Zodiac; astronomical circle.
- ୨୪. ବଳୟ, ମୁଦିଆ — ୨୪. A ring used as a ornament.
- ୨୫. ତେଲ ଘଣା —୨୫. Oil mill.
- ୨୬. କୂଟ; କପଟ; କୈଶଳ; ଛଳ — ୨୬. Fraud; crooked contrivance; deception.
- ୨୭. କୁମନ୍ତ୍ରଣା; କୂଟମନ୍ତ୍ରଣା; ଷଡ଼ଯନ୍ତ୍ର — ୨୭. A plot for mischief; conspiracy.
- ୨୮. ଶାଳ ଗ୍ରାମଶିଳାରେ ଥିବା ଚକ୍ରାକାର ଚିହ୍ନ —The convolutions or spiral marks found in Sāḻagrāma lor the sacred stone of the Hindus.
- ୨୯. ପୁସ୍ତକ ବା ଗ୍ରନ୍ଥର ଭାଗ ଅଧ୍ୟାୟ — ୨୯. Section of a book.
- ୩. ଶରୀରର ଥିବା ଚକ୍ରାକାର ଦାଗ —୩୦. A circular spot on the body.
- ୩୧. ପକ୍ଷୀମାନଙ୍କର ଚକ୍ରବତ୍ ଉଡ୍ଡୟନ — ୩୧. Circular fligts of birds.
- ୩୨. ସାପର ଫଣା —୩୨. Serpent's hood.
- ୩୩. ଦେହରେ ରୋଗାଦି ଯୋଗୁ ଦେଖାଯିବା ଚକା ଦାଗ — ୩୩. Circular marks on the body due to disease.
- ୩୪. ଯୋଗଶାସ୍ତ୍ରବର୍ଣ୍ଣିତ ଶରୀରାଭ୍ୟନ୍ତରସ୍ଥ କାଳ୍ପନିକ ଆଧ୍ୟାତ୍ମିକ ଚକ୍ର —୩୪. The six esoteric circless imagined to be inside the human body.
- ୩୫. ସେନା; ସୌନ୍ୟଗଣ —୩୫. A host; an army; troop of soldiers.
- ୩୬. ଦେବାର୍ଚ୍ଚନାରେ ଅଙ୍କିତ ଯନ୍ତ୍ର —୩୬. A circle drawn for worshipping a deity.
- ୩୭. ନଦୀର ବାଙ୍କ —୩୭. The winding of a rever.
- ୩୮. ଭେଳ୍କୀ; ଇନ୍ଦ୍ରାଜାଲ —୩୮. Magic; jugglery.
- ୩୯. (ଜ୍ୟୋତିଷ୍କ) ଷଡ଼୍ଭୂଜାକାର ନକ୍ଷତ୍ରପୁଞ୍ଜ; ବ୍ରହ୍ମକଟାହ ପୁଞ୍ଜ (ଦେଖ) - ୩୯. (astrology) A particular constellation in the from of a hexagon.
- ୪. ସୁଦ —୪୦. Interest.
୪୧: ରାଜ୍ୟର କୌଣସି ବିଶିଷ୍ଟ ଶାସନବିଭାଗ — ୪୧. Administrative department of a state.
୪୨: ହସ୍ତ ଓ ପାଦସ୍ଥ ଚକ୍ରାକାର ରେଖା —୪୨. Circular lines in the palm of hand heel.
ଅନୁବାଦ
[ସମ୍ପାଦନା]ଚକ୍ର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚକ୍ରବନ୍ଧ (ଦେଖ) - ୧. Chakrabandha (See)
- ୨. (ଚନ୍ଦନ ତିଳକାଦିର) ଚକ୍ରାକାର ଛାପା —୨. A circular mark of sandal-paste on the body.
ବୈଷ୍ଣବ ସରସୀ ପ୍ରାୟ ଚକ୍ର ଚିହ୍ନେ ଯୋଗ ଭଞ୍ଜ. ବୈଦେହିଶବିଳାସ
- ୩. ଗୁଡ଼ି; ଘୁଡ଼ି —୩. Kite.
ଚକ୍ର ପ୍ରାୟ ମୋତେ ଉଡ଼ାଇ ଗଗନେ ଛାଡ଼ି ଦେଇ କଲୁ ହେଳା ଗୋ ଲାବଣ୍ୟନିଧି
- ୪. ନିଆଁ ଲଗାଇଲେ ଚକ୍ର ପରି ବୁଲିବା ବାଣ — ୪. A kind of whirling fire-work.
- ୫. କୌଣସି ଜଟିଳ ବିଷୟ — ୫. Any intricate matter.