ଜଞ୍ଜାଳ
ଦେଖଣା
- ଅଳିଆ; ଆବର୍ଜନା
- ଗୋଳମାଳ; ଉତ୍ପାତ; ଗଣ୍ତଗୋଳ
- କଳିକଜିଆ
- ସଙ୍କଟ; ବିପଦ; ଦୁର୍ଭାଗ୍ୟ
- ସଂସାରର ମାୟା; ବିଷମମାୟା
- ଅଳି; ଉପର୍ଯ୍ୟୁପରି ଜିଗର କରି ପ୍ରର୍ଥନା
- ଜଜାଲଜଞ୍ଜାଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଜଂଜାଳ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଜନ୍ ଧାତୁ; ଯଙ୍ ଲୁଗନ୍ତ+କର୍ତ୍ତୃ. ଅ=ଜଞ୍ଜ+ ପୃରଣାର୍ଥେ. ଆଳ; ଯେ ବାରମ୍ୱାର ବା ଉପର୍ଯ୍ୟୁପରି ଜନ୍ନ ହୁଏ)
[ସମ୍ପାଦନା]- ୧. ଅଳିଆ; ଆବର୍ଜନା —୧. Rubbish; sweepings; refuse matters.
- ୨. ଗୋଳମାଳ; ଉତ୍ପାତ; ଗଣ୍ଡଗୋଳି — ୨. Disorder; confusion; complication.
- ୩. ଝଞ୍ଜଟ୍ —୩. Trouble; botheration.
ତୋତେ ନ ଭାଗେ ତା ଜଞ୍ଜାଳ ଭୂପତି—ପ୍ରେମପଞ୍ଚାମୃତ
- ୪. କଳିକଜିଆ —୪. Quarrels.
- ୫. ସଙ୍କଟ; ବିପଦ; ଦୁର୍ଭାଗ୍ୟ —୫. Misfortune.
- ୬. ସଂସାରର ମାୟା; ବିଷୟମାୟା — ୬. Worldly tie or complications.
ଦେହ ଜଞ୍ଜାଳ ପ୍ରାୟ ଦିଶେ ପଦାର୍ଥ ମାଗିବି ମୁଁ କିସେ ଭୂପତି—ପ୍ରେମପଞ୍ଚାମୃତ
- ୭. ଅଳି; ଉପର୍ଯ୍ୟୁପରି ଜିଗର କରି ପ୍ରାର୍ଥନା — ୭. Importunity; repeated pressing request.
- ୮. ଜଜାଲ (ଦେଖ) - ୮. Jajāla (See)