ତ୍ରିପୁର

ଉଇକିଅଭିଧାନ‌ରୁ

ତ୍ରିପୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -(ଦ୍ୱିଗୁ; ତ୍ରି+ପୁର)[ସମ୍ପାଦନା]

୧. ମୟଦାନବ ନିର୍ମିତ ସୁନା, ରୂପା ଓ ଲୁହାର ତିନିଗୋଟି ନଗର ବା ଦୁର୍ଗ — ୧. Three fabulous cities or fortresses constructed by the Titan Mayadānaba.

[ଦ୍ରଷ୍ଟବ୍ୟ —ଏଥିରେ ତାରକପୁର ତିନି ପୁଅ ତାରକାକ୍ଷ, କମଳାକ୍ଷ ଓ ବିଦ୍ୟୁନ୍ନାଳୀ ବାସ କରୁଥିଲେ ସ୍ୱର୍ଣ୍ଣପୁର ସ୍ୱର୍ଗରେ, ରୌପ୍ୟପୁର ଅନ୍ତରୀକ୍ଷରେ ଓ ଲହୌପୁର ମର୍ତ୍ତ୍ୟରେ ଥିଲା ଶିବ ଗୋଟିଏ ବାଣରେ ଏ ତିନିପୁରକୁ ପୋଡ଼ି ଏ ତିନି ଅସୁରକୁ ମାରି ପକାଇଥିଲେ]

୨. ତ୍ରିପୁରାସୁର; ତାରକାସୁରର ତିନି ପୁତ୍ର — ୨. Name of three demons; sons of Tārakāsura.
୩. ବାଣାସୁର (ଦେଖ) - —୩. Bāṇāsura (See).
୪. ତାରକାସୁର (ଦେଖ) - —୪. Tārakāsura (See).
୫. ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ —୫. The Heaven the earth and the nether words.

ଚି ଗୁଣ, ତ୍ରିବେଦ, ତ୍ରିପୁର—ଅଶିକ୍ଷା ଶକ୍ତି ଏ ତୋହର ଭୂପତି. ପ୍ରେମପଞ୍ଚାମୃତ