ଦାଲି

ଉଇକିଅଭିଧାନ‌ରୁ

ଦାଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦଳ+ଅ+ଇ)[ସମ୍ପାଦନା]

୧. ଡାଲି; ମୃଗ ଆଦିର ଡାଲି — ୧. Curry of split pease.
୨. ଦେବଦାଳୀ (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୨. Debadāḻī (See)
୩. ଡାଳିମ୍ୱ (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୩. Pomegranate.



ଦାଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଦ୍ୱିଦଳ; ସଂସ୍କୃତ - ଦାଲି ତୁଳ. ଏହି ଅର୍ଥରେ ହିନ୍ଦୀ - ଦାଲ୍)[ସମ୍ପାଦନା]

୧. ମୁଗ. ବିରି. ହରଡ଼, ମସୁର ଆଦିର ତିଅଣ — ୧. Pulse curry made of split pease.
୨. ମହୁର ମଞ୍ଜିକୁ ଭାଙ୍ଗିଲେ ତାହା ଭିତରୁ ଯେଉଁ ଦୁଇଫାଳିଆ ଶସ ବାହାରେ —୨. The split kernel inside the Mahwa seed.


୩. ଲଙ୍ଗଳାମୁଣ୍ଡା; ଲଙ୍ଗଳ ତିଆରି ହେବା ପାଇଁ ଦରହଣା କାଠମୁଣ୍ଡିଆ —୩. Half-done log of wood for making plough.
୪. ଗୋରୁଙ୍କୁ କୁକୁଚି ଆଦି ଖୁଆଇବା ଢମ — ୪. In impervious wicker-work manger.