ଧାରଣ
ଦେଖଣା
- ଧରିବା; ଗ୍ରହଣ; ଅବଲମ୍ବନ
- ରକ୍ଷଣ
- ପରିଧାନ; ପିନ୍ଧିବା
- ବ୍ରତାଦି ପାଳନ
- ସଂରକ୍ଷଣ; ସଂବରଣ; ସଂଯବନ
- ସହନ
- ଋଣଗ୍ରହଣ
- ଧାରଣା
- କଶ୍ୟପଋଷିଙ୍କର ଏକ ପୁତ୍ରଧାରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧୃ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଧରିବା; ଗ୍ରହଣ; ଅବଲମ୍ୱନ —୧. Act of holding or supporting.
- ୨. ରକ୍ଷଣ —୨. Retention; retaining; keeping.
- ୩. ପରିଧାନ; ପିନ୍ଧିବା —୩. Wearing; putting on.
- ୪. ରକ୍ଷା କରିବା —୪. Preserving.
- ୫. ବ୍ରତାଦି ପାଳନ —୫. Observance of vows.
- ୬. ସଂରକ୍ଷଣ; ସଂବରଣ; ସଂଯମନ — ୬. Restraining; controlling.
- ୭. ସହନ —୭. Endurance; fortitude.
- ୮. ଋଣଗ୍ରହଣ (ହିନ୍ଦୀ - ଶ.) —୮. Borrowing.
- ୯. ଧାରଣା (ଦେଖ) - —୯. Dhāraṇā(See)
- ୧. (ନାମ)କଶ୍ୟପଋଷିଙ୍କର ଏକ ପୁତ୍ର (ହିନ୍ଦୀ - ଶ.) — ୧୦. Name of a son of sage Kaṡyapa.