ଧୂଳିଆ

ଉଇକିଅଭିଧାନ‌ରୁ

ଧୂଳିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଧୂଳି)[ସମ୍ପାଦନା]

୧. ଚୂର୍ଣ୍ଣିତ; ଧୂଳି ପରି ଗୁଣ୍ଡା ହୋଇଥିବା — ୧. Powdered.

(ଯଥା—ଧୂଳିଆ ନାସ)

୨. ଧୂଳି ଧୂସରିତ; ଧୂଳି ବୋଳା ହୋଇଥିବା — ୨. Rendered grey by being covered over with dust.

(ଯଥା—ଧୂଳିଆ ବାବାଜୀ)

୩. ଯେ ଧୂଳିରେ ବିଚରଣ କରେ — ୩. Grovelling on the dust.

(ଯଥା—ଧୂଳିଆ ଜନ୍ଦା)

୪. ମାଟିଆ ରଙ୍ଗର; ଧୂସର ବର୍ଣ୍ଣବିଶିଷ୍ଟ; ଖାକୀ ରଙ୍ଗର (ଯଥା—ଧୂଳିଆ କନା) —୪. Grey; khaki
୫. ଧୂଳିମୟ; ଧୂଳିରେ ପୂର୍ଣ୍ଣ —୫. Dusty; full of dust.
୬. ଯେଉଁ ଋତୁ ବା ସମୟରେ ବର୍ଷା ଅଭାବରୁ ବାଟଘାଟରେ ଧୂଳି ଉଡ଼େ —୬. (weather or time) In which the roads and lands become dusty; dry (season).

(ଯଥା—ଧୂଳିଆ ଗୁଣ୍ଡିଚା)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଧୂଳିଆ ଘର (ଦେଖ) - ୧. Dhūḻiā ghara (See)
୨. ଧୂଳିଆ ଘରେ ଲାଗିଥିବା କାଠର ରୁଅ ଓ କାଠର ପାରେଣୀ ବତା —୨. Wooden rafters and thin ribs used in constructing the upper frame-work of a house.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ଧୂଳିଆ ଗୁମାସ୍ତା (ଦେଖ) - Dhūḻiā gumāstā (See)