ନର୍ମ
ଦେଖଣା
ନର୍ମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ନରମ୍; ତୁଳ. ସଂସ୍କୃତ - ନମ୍ର)
[ସମ୍ପାଦନା]- ୧. ନରମ (ଦେଖ) - ୧. Narama (See)
- ୨. ଅନିଚ୍ଛୁକ —୨. Unwilling.
କ୍ଷକ୍ରିୟକୁଳେ ଆମ୍ଭେ ହୋଇଛୁଁ ଜନମ ଯୁଦ୍ଧରେ ମରିବାକୁ କିପା ହେବୁ କର୍ମ କୃଷ୍ଣସିଂହ. ମହାଭାରତ ଅନୁ
ବିଶେଷ୍ୟ -
[ସମ୍ପାଦନା]ସୁଖ —Pleasure
ହେ ବାଳେ ନର୍ମଦା ସୁର ତରଙ୍ଗିଣୀ ଭାବ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନର୍ମ୍ମ (ଦେଖ) - Narmma (See)