ପନ୍ଥା
ଦେଖଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଥିନ୍ ଶବ୍ଦ ୧ମା. ୧ବ. ପନ୍ଥାଃ;)
[ସମ୍ପାଦନା]- ୧. ପଥ; ମାର୍ଗ ୧. Way; road.
- ୨. ଉପାୟ —୨. Means.
- ୩. ସ୍ୱଭାବ —୩. Nature.
- ୪. କୌଣସି ଧର୍ମସଂପ୍ରଦାୟ — ୪. Any religious sect.
- ୫. ଅଭିପ୍ରାୟ —୫. Intention.
- ୬. ଧର୍ମ ମତ —୬. Tenet; doctrine.