ବନ୍ଧୁ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଆତ୍ମୀୟ; ବାନ୍ଧବ; ଜ୍ଞାତି; ସ୍ଵଜନ
  • ମିତ୍ର; ସୁହୃତ୍
  • ପ୍ରଣୟୀ
  • ବନ୍ଧୁକ ବୃକ୍ଷ; ବଧୁଲି
  • କୁଟୁମ୍ବ
  • ପିତା
  • ମାତା
  • ଭ୍ରାତା
  • ପ୍ରିୟ ବ୍ୟକ୍ତି
  • ପିତୃବ୍ୟ ପୁତ୍ର
  • ସର୍ବଦା ସହାୟକ ବ୍ୟକ୍ତି
  • ସଂସ୍କୃତ ଛନ୍ଦୋବିଶେ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ସଦୃଶ
  • ନୀଚତର; ହୀନତର

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ବ୍ରଜବନ୍ଧୁ ଓ ଦୀନବନ୍ଧୁ ଆଦି ବ୍ୟକ୍ତିଙ୍କୁ ଡାକିବା ନାମବନ୍ଧୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(ବନ୍ଧ୍ ଧାତୁ+କର୍ତ୍ତୃ. ଉ; ଯେ ସ୍ନେହଦ୍ୱାରା ବନ୍ଧନ କରେ)[ସମ୍ପାଦନା]

୧. ଆତ୍ମୀୟ; ବାନ୍ଧବ; ଜ୍ଞାତି; ସ୍ୱଳନ — ୧. Relative; kinsman; a cognate.

[ଦ୍ରଷ୍ଟବ୍ୟ —ଅମରକୋଷରେ ସଗୋତ୍ର ଓ ଅସଗୋତ୍ର ସ୍ୱଜନମାନଙ୍କୁ ବନ୍ଧୁ ବୋଲାଯାଇ ଅଛି; କିନ୍ତୁ ହିନ୍ଦୁ ଶାସ୍ତ୍ରରେ ବିବାହ ବନ୍ଧନଦ୍ୱାରା ଯେଉଁମାନଙ୍କ ସଙ୍ଗେ ସମ୍ପର୍କ ଥାଏ ସେମାନଙ୍କୁ ବନ୍ଧୁ (cognate) ବୋଲାଯାଏ; ରକ୍ତ ବା ଗୋତ୍ରଦ୍ୱାରା ଯେଉଁମାନଙ୍କ ସଙ୍ଗେ ସମ୍ପର୍କ ଥାଏ ସେମାନଙ୍କୁ କୁଟୁମ୍ୱ (agnate) ବୋଲାଯାଏ କୁଟୁମ୍ୱମାନେ ନିଜ ଗୋତ୍ରଜ; କିନ୍ତୁ ବନ୍ଧୁମାନେ ପରଗୋତ୍ରଜ ହିନ୍ଦୁଶାସ୍ତ୍ର ଅନୁସାରେ ବନ୍ଧୁ ତିନି ପ୍ରକାର; ଆତ୍ମାବନ୍ଧୁ; ଯଥା—ଝୀଅର ପୁଅ, ଝୀଅର ଝୀଅର ପୁଅ ଇତ୍ୟାଦି ମାତୃବନ୍ଧୁ; ଯଥା—ମଉସା ପିତୃ—ବନ୍ଧୁ —ଯଥା:—ପିଉସା]

୨. ମିତ୍ର; ସୁହୃତ୍ —୨. Friend; fast friend.

[ଦ୍ରଷ୍ଟବ୍ୟ —ବନ୍ଧୁ, ସୁହୃତ୍, ମିତ୍ର ଓ ସଖା ପ୍ରାୟ ଏକ ଅର୍ଥରେ ବ୍ୟବହୃତ ହୁଏ, କିନ୍ତୁ ନିମ୍ନଲିଖିତ ଶ୍ଳୋକରେ ଏ ଶବ୍ଦମାନଙ୍କର ଅର୍ଥଗତ ପ୍ରଭେଦ ସୂଚିତ ହୋଇଅଛି ===

ଅତ୍ୟାଗସହନୋବନ୍ଧୁଃ; ସଦୈବାନୁଗତଃ ସୁହୃତ୍ ଏକକ୍ରିୟଂ ଭବେନ୍ନିକ୍ରିଂ; ସମପ୍ରାଣଃ ସଖା ମତଃ]

୩. ପ୍ରଣୟୀ —୩. Lover.
୪. ବନ୍ଧୁକ ବୃକ୍ଷ; ବଧୁଲି — ୪. Pentapetallus; Phoenicia.
୫. କୁଟୁମ୍ୱ — ୫. Kinsman; agnate.
୬. ପିତା —୬. father (Apte).
୭. ମାତା —୭. Mother (Apte).
୮. ଭ୍ରାତା —୮. Brother (Apte).
୯. ପ୍ରିୟ ବ୍ୟକ୍ତି — ୯. One's beloved person.
୧. ପିତୃବ୍ୟ ପୁତ୍ର — ୧୦. Father's brother's son.
୧୧. ସର୍ବଦା— ସହାୟକ ବ୍ୟକ୍ତି (ହିନ୍ଦୀ - ଶ.) —୧୧. A constant helper.
୧୨. ସଂସ୍କୃତ ଛନ୍ଦୋବିଶେ (ହିନ୍ଦୀ - ଶ.) —୧୨. Name of a Sanscrit metre.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ) ସଦୃଶ — ୧. Equal to (when added to another word)

ବନ୍ଧୁ ଜୀବ—ବନ୍ଧୁଦନ୍ତବାସ—କବିସୂର୍ଯ୍ୟ. ସଙ୍ଗୀତ

୨. (ପିତୃ, ମାତୃ, ବିପ୍ର, କ୍ଷତ୍ରିୟ ଆଦି ଶବ୍ଦ ପରେ ଯୁକ୍ତ ହେଲେ) ଜୀଚତର; (ହୀନତର —୨. Inferior to.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବ୍ରଜବନ୍ଧୁ ଓ ଦୀନବନ୍ଧୁ ଆଦି ବ୍ୟକ୍ତିଙ୍କୁ ଡାକିବା ନାମ —୨. A name by which persons named Brajabandhu etc are called.