ଲାଟ

ଉଇକିଅଭିଧାନ‌ରୁ

ଲାଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଲଟ୍ ଧାତୁ=ବିଳାସ କରିବା ଇତ୍ୟାଦି+ଅଧି. ଅ)[ସମ୍ପାଦନା]

୧. ପ୍ରାଚୀନ ଦେଶବିଶେଷ; ଆଧୁନିକ ଗୁଜରାଟର ଅଂଶ — ୧. Name of an ancient country; a part of modern Gujarat.

[ଦ୍ରଷ୍ଟବ୍ୟ —ଏହା ବର୍ତ୍ତମାନ ଭଡୌଚ (Broach), ଆହାମଦାବାଦ ଆଦି ଅଞ୍ଚଳ; ଅଟେ (ହିନ୍ଦୀ - ଶ.)]

୨. ଲାଟ ଦେଶ ପ୍ରଚଳିତ ରୀତି — ୨. The costom or usage of the Lāṭa country.
୩: ଦୋଷ —୩. Fault; guilt; blemish.

୪. ବୃଥା ବାକ୍ୟ —୪. Foolish talk; idle talk.
୫: ବସ୍ତ୍ର —୫. Cloth.

୬: ପୋଷାକ —୬. Dress.

୭: କନ୍ଥା, ଜୀର୍ଣ୍ଣ ବସ୍ତ୍ର — ୭. Torn cloth rag; worn-out cloth.

୮. ପଣ୍ଡିତ ଓ ରସିକ ବା ବିଦଗ୍ଧ ବ୍ୟକ୍ତି —୮. A learned and gallantor witty person.
୯. ଲାଟ ଦେଶବାସୀ ବ୍ୟକ୍ତି (ହିନ୍ଦୀ - ଶ.) —୯. An inhabitant
of the ancient Lāṭa country.

୧. ଲାଟାନୁପ୍ରାସ (ଦେଖ) - — ୧୦. Lāṭānuprāsa. (See)
୧୧. କୌଣସି ପଡ଼ିଆର ବର୍ଷା ପାଣିକୁ ଅଟକାଇ ରଖିବା ପାଇଁ ରଚିତ ବନ୍ଧ (ହିନ୍ଦୀ - ଶ) —୧୧. A dam thrown to keep back the rain water of a meadow.
୧୨. ଲାଟ ଦେଶରେ ରାଜା —୧୨. A king of the Lāṭa country (Apte).
୧୩. ପାଲଟା ଲୁଗା ବା ଅଳଙ୍କାର —୧୩. Putt of or discarded cloth or ornament.
୧୪. ଶିଶୁମାନଙ୍କ ଭାଷା ବା ବୋଲି —୧୪. Childish language (Apte); childish prattle.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ବ୍ୟବହୃତ; ଉପଭୁକ୍ତ —୧. Used already; enjoyed.
୨. ପାଲଟା (ଲଗା) —୨. Put off (clothes); worne.
୩. ପୁରାତନ — ୩. Old (M.W.)
୪. ଜୀର୍ଣ୍ଣ —୪. Worn out out; shabby.
୫. ମଳିନ —୫. Filthy; dirty; pale.
୬. ବିଶ୍ରୀ —୬. Ugly.
୭. ଶିଶୁ ଜନୋଚିତ ୭. Childish (M.W.)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

[[ଭାରତର ଭିନ୍ନ ଭିନ୍ନ ସ୍ଥାନ [ଆଲ୍ଲାହାବାଦ, ଗାଜିପୁର, ଦିଲ୍ଲିର ଫିରୋଜସ୍ତମ୍ଭ ଓ ଲୌହସ୍ତମ୍ଭ, ଯମୁନାତୀରବର୍ତ୍ତୀ ନିଗମବୋଧ, କାଶି, ଭରତପୁର, ଧୌଳୀ, ଜୂନାର, ଗିର୍ଣ୍ଣାର. ଜଉଜଡ଼ (ଆଦି)ରେ ପ୍ରାଚୀନ ଅକ୍ଷର ଖୋଦିତ ସ୍ତମ୍ଭମାନ (ବିଶ୍ୱକୋଷ); ଲାଟ— ଲିପି ]] (ଦେଖ) - —The pillars found in serval places of India in which some archeological inscriptious are found. Lāṭalipi (See)

ବୈଦେଶିକ -ବିଶେଷ୍ୟ - (ଇଂ)[ସମ୍ପାଦନା]

ଲାଟ୍ (ଦେଖ) - —Lāṭ (See)

(ଦ୍ର—'ଲାଟ୍' ଶବ୍ଦସଙ୍ଗେ ବ୍ୟବହୃତ ଶବ୍ଦ ଓ ବାକ୍ୟ ଗୁଡ଼ିକ ଲେଖାରେ 'ଲାଟ୍' ସଙ୍ଗେ ମଧ୍ୟ ଲେଖାଯାଏ)

ପ୍ରାଦେ(କଟକ ସହର) ବିଶେଷ୍ୟ -[ସମ୍ପାଦନା]

ନାଟ (ଦେଖ) - — Nāṭa (See)