ଶିକୁଳି
ଦେଖଣା
ଓଡ଼ିଆ
[ସମ୍ପାଦନା]- ଉଦାହରଣ: ଆଜିକାଲି ଶିକୁଳିଲଗା କବାଟ ଆଉ ଦେଖିବାକୁ ମିଳୁନାହିଁ ।
ପ୍ରତିଶବ୍ଦ
[ସମ୍ପାଦନା]- ଶୃଙ୍ଖଳ
- ବେଡ଼ି
- ଜଞ୍ଜିର
- ନିଗଡ଼ଶିକୁଳି
ଉଚ୍ଚାରଣ
[ସମ୍ପାଦନା]$1
ଧ୍ୱନି (ମାନକ ଓଡ଼ିଆ) (file)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ଶୃଙ୍ଖଳ)
[ସମ୍ପାଦନା]- ୧. ଜଞ୍ଜିର; ଶୃଙ୍ଖଳ — ୧. Chain.
[ଉ—ନ ତୁଟିଲେ ଦ୍ୱିଜାତିର ଏସ୍ୱାର୍ଥ ଶିକୁଳି ଚିନ୍ତାମଣି ବିକ୍ରମାଦିତ୍ୟ]
- ୨. କବାଟକୁ ଚଉକାଠରେ ଅଟକାଇବା ପାଇଁ ବ୍ୟବହୃତ ଶୃଙ୍ଖଳ —୨. Door chain.
- ୩. ଶାଙ୍କୁଳା (ଦେଖ) - — ୩. Ṡaṅkuḻā (See)
- ୪. ଶିକୁଳା ଘାସ (ଦେଖ) - — ୪. Ṡikuḻā ghāsa (See)
[ଉ—ଶିକୁଳା ଦୁର୍ଗମ ଅଭ୍ରଙ୍କଶ ସେହି ଶିଖର ଚୁଳେ ବିହରି ଜାଳିଥିବେ ଶୁଷ୍କ ଧନ୍ୱନ୍ତରି ତୃଣେ ଅନଳ ଗଣ୍ଡ ସୁନ୍ଦରୀ ରାଧାନାଥ ପାର୍ବତୀ]