ଶିକୁଳି

ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ବିଶେଷ୍ୟ

ଉଦାହରଣ: ଆଜିକାଲି ଶିକୁଳିଲଗା କବାଟ ଆଉ ଦେଖିବାକୁ ମିଳୁନାହିଁ ।

ପ୍ରତିଶବ୍ଦ[ସମ୍ପାଦନା]

  1. ଶୃଙ୍ଖଳ
  2. ବେଡ଼ି
  3. ଜଞ୍ଜିର
  4. ନିଗଡ଼ଶିକୁଳି

ଉଚ୍ଚାରଣ[ସମ୍ପାଦନା]

$1

  • (file)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶୃଙ୍ଖଳ)[ସମ୍ପାଦନା]

୧. ଜଞ୍ଜିର; ଶୃଙ୍ଖଳ — ୧. Chain.

[ଉ—ନ ତୁଟିଲେ ଦ୍ୱିଜାତିର ଏସ୍ୱାର୍ଥ ଶିକୁଳି ଚିନ୍ତାମଣି ବିକ୍ରମାଦିତ୍ୟ]

୨. କବାଟକୁ ଚଉକାଠରେ ଅଟକାଇବା ପାଇଁ ବ୍ୟବହୃତ ଶୃଙ୍ଖଳ —୨. Door chain.
୩. ଶାଙ୍କୁଳା (ଦେଖ) - — ୩. Ṡaṅkuḻā (See)
୪. ଶିକୁଳା ଘାସ (ଦେଖ) - — ୪. Ṡikuḻā ghāsa (See)

[ଉ—ଶିକୁଳା ଦୁର୍ଗମ ଅଭ୍ରଙ୍କଶ ସେହି ଶିଖର ଚୁଳେ ବିହରି ଜାଳିଥିବେ ଶୁଷ୍କ ଧନ୍ୱନ୍ତରି ତୃଣେ ଅନଳ ଗଣ୍ଡ ସୁନ୍ଦରୀ ରାଧାନାଥ ପାର୍ବତୀ]