ଶୋଷଣ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଶୋଷିବା କ୍ରିୟା
  • ଶୁଷ୍କ କରିବା
  • ଜଳ ଟାଣିବା କ୍ରିୟା; ରସାକର୍ଷଣ
  • ସ୍ନେହରହିତୀକରଣ
  • କନ୍ଦର୍ପର ପଞ୍ଚ ବାଣ ମଧ୍ୟରୁ ଏକତମ
  • ଶୁଣ୍ଠି
  • ପିପ୍ପଳୀ
  • ଶ୍ୟୋଣାକ ବୃକ୍ଷ; ଫଣଫଣା
  • ଷୋଡଶାଂଶ ବିଶିଷ୍ଟ କଷାୟ; ୧୬ ଭାଗରୁ ଏକ ଭାଗ ଜଳ ଅବଶିଷ୍ଟ ଥାଉ ଥାଉ ନିଆଁ ଉପରୁ ଓହ୍ଲା ଯାଇଥିବା କଷାୟ ବା କ୍ଵଥ
  • ପରଠାରୁ ବଳପୂର୍ବକ ଅତିରିକ୍ତ ଧନ ଗ୍ରହଣଶୋଷଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଶୁଷ୍ ଧାତୁ+ଭାବ. ଅନ)[ସମ୍ପାଦନା]

୧. ଶୋଷିବା କ୍ରିୟା — ୧. Act of sucking up.
୨. ଶୁଷ୍କ କରିବା —୨. Act of drying up.
୩. ଜଳ ଟାଣିବା କ୍ରିୟା; ରସାକର୍ଷଣ — ୩. Act of drawing up water of juice;suction.
୪. ସ୍ନେହରହିତୀକରଣ (ବିଶ୍ୱକୋଷ) — ୪. Act of depriving a thing of oil.
୫. (+କର୍ତ୍ତୃ. ଅନ) କନ୍ଦର୍ପର ପ଼ଞ୍ଚ ବାଣ ମଧ୍ୟରୁ ଏକତମ ୫. Name of one of the ୫ arrows of the God Cupid.

[ଦ୍ରଷ୍ଟବ୍ୟ — କନ୍ଦର୍ପର ଏହି ବାଣଦ୍ୱାରା ପ୍ରେମିକ ପ୍ରେମିକାଙ୍କ ଦେହ ଶୀର୍ଣ୍ଣ ହୁଏ]

୬. ଶୁଣ୍ଠି (ବିଶ୍ୱକୋଷ) —୬. Dry ginger.
୭. ପିପ୍ପିଳୀ (ବିଶ୍ୱକୋଷ) —୭. Long pepper.
୮. ଶ୍ୟୋଣାକ ବୃକ୍ଷ (ବିଶ୍ୱକୋଷ); ଫଣଫଣା —୮. Bignonia Indica.
୯. (+ଅଧିକରଣ ଅନ) ଷୋଡ଼ଶାଂଶ— ବିଶିଷ୍ଟ କଷାୟ; ୧୬: ଭାଗରୁ ଏକ ଭାଗ ଜଳ ଅବଶିଷ୍ଟ ଥାଉ ଥାଉ ନିଆଁ ଉପରୁ ଓହ୍ଲା ଯାଇଥିବା କଷାୟ ବା କ୍ୱାଥ (ବିଶ୍ୱକୋଷ) —୯. Decoction which has
been taken down from the fire when the water thereof has been reduced to one sixteenth.

୧. (ଲକ୍ଷଣାର୍ଥ) ପରଠାରୁ ବଳପୂର୍ବକ ଅତିରିକ୍ତ ଧନ ଗ୍ରହଣ —୧୦. (figurative) Act of extortion of money.

ବିଶେଷଣ -[ସମ୍ପାଦନା]

ଶୋଷକ (ଦେଖ) - Ṡohsaka (See).