ଶ୍ରମ
ଦେଖଣା
ଓଡ଼ିଆ
[ସମ୍ପାଦନା]- ଉଦାହରଣ: ଝାଳବୁହା ଶ୍ରମର କୌଣସି ବିକଳ୍ପ ନାହିଁ ।
ପ୍ରତିଶବ୍ଦ
[ସମ୍ପାଦନା]ଉଚ୍ଚାରଣ
[ସମ୍ପାଦନା]$1
ଧ୍ୱନି (ମାନକ ଓଡ଼ିଆ) (file)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶ୍ରମ ଧାତୁ+ ଭାବ. ଅ)
[ସମ୍ପାଦନା]- ୧. ଶାରୀରିକ ଚେଷ୍ଟା; ପରିଶ୍ରମ; ମିହନ୍ତ —୧. Labour; toil exertion
- ୨. ଚେଷ୍ଟା —୨. Effort.
- ୩. ଶାନ୍ତି; କ୍ଲାନ୍ତି; ପରିଶ୍ରମ— ଜନିତ ଖେଦ —୩. Fatigue; weariness.
- ୪. ବିରକ୍ତି; ଖେଦ —୪. Distress; vaxation.
- ୫. ଅଭ୍ୟାସ —୫. Prectice, exercise.
- ୬. ଶାସ୍ତ୍ରା— ଭ୍ୟାସ —୬. Studying of the religious books; learning of the scriptures
- ୭. ତପସ୍ୟା —୭. Penace; religious austrtities
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ସରମ; ଲଜ୍ଜା —Shama
[ଦ୍ରଷ୍ଟବ୍ୟ — ଏତେ କଥାରେ ଏ ଲଭି ନ ଥିବେ କି ଶ୍ରମ ଭଞ୍ଜ କୋଟିବ୍ରହ୍ମ୍ରଣ୍ଡ ସୁନ୍ଦରୀ]
=== ଦେଶଜ - ବିଶେଷ୍ୟ -
ଶ୍ରମଝାଳ —Perspiration due to labour.
[ଦ୍ରଷ୍ଟବ୍ୟ — ଗୋପୀଙ୍କ ମୁଖେ ଶ୍ରମ ଚାହିଁ, ପୋଛନ୍ତି କରେ ଭାବଗ୍ରାହୀ ଜଗନ୍ନାଥ ଭାଗବତ]