ସଂସ୍କୃତି

ଉଇକିଅଭିଧାନ‌ରୁ

ବିଶେଷ୍ୟ
ସଭ୍ୟତା; ଶିକ୍ଷା; ଭଦ୍ରତାସାମାଜିକତା ଆଦିରେ ଧାରାବାହିକ ଅନୁଧ୍ୟାନ, ଅନୁଶୀଳନ ଓ ଅନୁଗମନ ।

ସଂସ୍କୃତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଂସ୍କୃତି—ବିଣ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ସମ୍+ସ ଧାତୁ=ଗମନ କରିବା+ତି)[ସମ୍ପାଦନା]

୧. (+ଅଧିକରଣ. ତି) ସଂସାର —୧. The world; worldly condition; worldlines.
୨. (+ଭାବ. ତି) ପ୍ରବାହ; ସ୍ରୋତଃ — ୨. Current; flow.
୩. ସହଗମନ —୩. Going together or with; accompanying.
୪. ସତୀଙ୍କର ସ୍ୱାମୀଙ୍କ ସଙ୍ଗେ ମରଣ —୪. The voluntary dying of a Hindu woman with the death of the husband; the practice of Suttee; self-immolation of Hindu wives on the death of their husbands.



ସଂସ୍କୃତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)—(ସମ୍+କୃଧାତୁ+ଭାବ ତି; ସ. ଅଗମ)[ସମ୍ପାଦନା]

ସଭ୍ୟତା; ଶିକ୍ଷା; ଭଦ୍ରତା ଓ ସାମାଜିକତା ଆଦିରେ ଧାରାବାହିକ ଅନୁଧ୍ୟାନ, ଅନୁଶୀଳନ ଓ ଅନୁଗମନ —Culture.