ସାମ୍ବତ୍ସରିକ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  1. ବାର୍ଷିକ
  2. ଯାହା ବର୍ଷକେ ଥରେ ଘଟେ (ସାମ୍ବତ୍ସରିକ ଶ୍ରାଦ୍ଧ, ଉତ୍ସବ ଇତ୍ୟାଦି)

ବିଶେଷ୍ୟ[ସମ୍ପାଦନା]

  1. ସାମ୍ବତ୍ସରିକ ଶ୍ରାଦ୍ଧ