ସ୍ପର୍ଶ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଛୁଇଁବା; ତ୍ୟଗିନ୍ଦ୍ରିୟଗ୍ରାହ୍ୟ ଗୁଣ
  • ରୁଜା; ରୋଗ
  • ଦାନ
  • ବାୟୁ
  • ବର୍ଗ୍ୟବର୍ଣ୍ଣ; ବର୍ଗାକ୍ଷର; 'କ' ଠାରୁ 'ମ' ପର୍ଯ୍ୟନ୍ତ ୨୫ଟି ବର୍ଗ୍ୟବର୍ଣ୍ଣ
  • ରତିବନ୍ଧ ବିଶେଷ
  • ଯୋଗ
  • କୌଣସି ସ୍ଵର ଉଚ୍ଚାରିତ ହେବାର ପୂର୍ବେ ବା ପରେ ଅନ୍ୟ ପୂର୍ବବର୍ତ୍ତୀ ସ୍ଵରର ନାମ ମାତ୍ର ଉଚ୍ଚାରଣ ଯୋଗୁଁ ପ୍ରଧାନ ସ୍ଵରର ଅଙ୍ଗ ରୂପେ ବ୍ୟବହାର
  • ପଦାର୍ଥ
  • ପ୍ରଣିଧି; ଦୂତ
  • ଗ୍ରହଣ ବା ଉପରାଗରେ ସୂର୍ଯ୍ୟ ବା ଚନ୍ଦ୍ରଙ୍କ ଉପରେ ଛୟାପାତର ଆରମ୍ଭ