Jump to content

ପକ୍ଷୀ

ଉଇକିଅଭିଧାନ‌ରୁ

ପକ୍ଷୀ

ଉଚ୍ଚାରଣ

[ସମ୍ପାଦନା]
(ପକ୍ଷିଣୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ପକ୍ଷ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଚଢ଼େଇ; ବିହଗ, ବିହଙ୍ଗମ —୧. Bird.
୨. ବାଣ; ଶର —୨. Arrow.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପଖୀ (ଦେଖ) - —Pakhī (See)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

[ସମ୍ପାଦନା]

ମୁଖା (ଦେଖ) - —Mukhā (See)