ସଂସ୍କୃତି
ଦେଖଣା
ବିଶେଷ୍ୟ
ସଭ୍ୟତା; ଶିକ୍ଷା; ଭଦ୍ରତା ଓ ସାମାଜିକତା ଆଦିରେ ଧାରାବାହିକ ଅନୁଧ୍ୟାନ, ଅନୁଶୀଳନ ଓ ଅନୁଗମନ ।
ସଂସ୍କୃତି
ଉଚ୍ଚାରଣ
[ସମ୍ପାଦନା](ସଂସ୍କୃତି—ବିଣ)
ସଂସ୍କୃତ - ବିଶେଷ୍ୟ - (ସମ୍+ସ ଧାତୁ=ଗମନ କରିବା+ତି)
[ସମ୍ପାଦନା]- ୧. (+ଅଧିକରଣ. ତି) ସଂସାର —୧. The world; worldly condition; worldlines.
- ୨. (+ଭାବ. ତି) ପ୍ରବାହ; ସ୍ରୋତଃ — ୨. Current; flow.
- ୩. ସହଗମନ —୩. Going together or with; accompanying.
- ୪. ସତୀଙ୍କର ସ୍ୱାମୀଙ୍କ ସଙ୍ଗେ ମରଣ —୪. The voluntary dying of a Hindu woman with the death of the husband; the practice of Suttee; self-immolation of Hindu wives on the death of their husbands.
ସଂସ୍କୃତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)—(ସମ୍+କୃଧାତୁ+ଭାବ ତି; ସ. ଅଗମ)
[ସମ୍ପାଦନା]ସଭ୍ୟତା; ଶିକ୍ଷା; ଭଦ୍ରତା ଓ ସାମାଜିକତା ଆଦିରେ ଧାରାବାହିକ ଅନୁଧ୍ୟାନ, ଅନୁଶୀଳନ ଓ ଅନୁଗମନ —Culture.