ଧୀର
ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]
- ଜାଫ୍ରାନ; କୁଙ୍କୁମ
- ସମୁଦ୍ର
- ଋଷଭ ନାମକ ଔଷଧି ଗୁଳ୍ମ
- ଚିଦାତ୍ମା
- ବଳିରାଜା
- ବୁଦ୍ଧଦେବ
ବିଶେଷଣ (ସଂସ୍କୃତ)[ସମ୍ପାଦନା]
- ଧୈର୍ଯ୍ୟଶାଳୀ; ସହିଷ୍ଣୁ
- ପଣ୍ତିତ; ବିଦ୍ଵାନ
- ସାହାସୀ
- ସମର୍ଥ
- ବୁଦ୍ଧିମାନ
- ଅଧ୍ୟବସାୟୀ
- ଗମ୍ଭୀର
- ଅନୁଦ୍ଧତ; ଶାନ୍ତ
- ସ୍ଥିର; ଅଟଳ
- ବିଳମ୍ବିତ; ଅଦୃତ
- ମନୋହର
- ଅଳସୁଆ; ସୁସ୍ଥୀ
- ସାରବାନ୍
- ଅନୁଚ୍ଚ ସ୍ଵରଯୁକ୍ତ
- ଦୂରଦୃଷ୍ଟିଯୁକ୍ତ; ଜ୍ଞାନୀ
- ପ୍ରାଶାନ୍ତଚେତାଃ
- ତେଜସ୍ଵୀ; ଶକ୍ତିଶାଳୀ
- ଚତୁର
- ଗମ୍ଭୀର; ଉଚ୍ଚୈଃସ୍ଵରଯୁକ୍ତ ଓ କିଛିକାଳବ୍ୟାପୀ
- ସୁପରିଚାଳିତ; ସୁଆଚରିତ
- ଏକଜିଦିଆ
- ଅଟଳପ୍ରତିଜ୍ଞ
- ସ୍ଥାୟୀ; ବହୁକାଳସ୍ଥାୟୀ
- ଅପରିବର୍ତ୍ତନୀୟ
- କାବ୍ୟାଦିର ନାୟକମାନଙ୍କର ଶ୍ରେଣୀବିଶେଷ
ବିଶେଷ୍ୟ (ଦେଶଜ)[ସମ୍ପାଦନା]
- କ୍ଷତ୍ରିୟମାନଙ୍କ ଉପାଧିବିଶେଷଧୀର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଧୀରି; ଧୀରିକ(କି)ରି—ଅନ୍ୟରୁପ)
ସଂସ୍କୃତ - କ୍ରି. ବିଶେଷଣ - (ସଂସ୍କୃତ - ଧୀରଂ)[ସମ୍ପାଦନା]
ଧୀରେ (ଦେଖ) - Dhīre (See)
ଧୀର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ଧୀ+ରା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ)[ସମ୍ପାଦନା]
- ୧. ଜାଫ୍ରାନ; କୁଙ୍କୁମ —୧. Saffron.
- ୨. ସମୁଦ୍ର —୨. The ocean.
- ୩. ଋଷଭ ନାମକ ଔଷଧି ଗୁଳ୍ମ — ୩. A herb called Rishava.
- ୪. ଚିଦାତ୍ମା —୪. Thinking soul. (Apte)
- ୫. ବଳିରାଜା —୫. King Bali.
- ୬. ବୁଦ୍ଧଦେବ —୬. The Buddha.
(ଧୀରା—ସ୍ତ୍ରୀ)
(ଧୀରତା, ଧୀରତ୍ୱ, ଧୈର୍ଯ୍ୟ—ବି)
ସଂସ୍କୃତ - ବିଶେଷଣ -[ସମ୍ପାଦନା]
- ୧. ଧୈର୍ଯ୍ୟଶାଳୀ; ସହିଷ୍ଣୁ —୧. Patient; forbearing.
୨ : ପଣ୍ଡିତ; ବିଦ୍ୱାନ —୨. Learned.
- ୩. ସାହସୀ —୩. Brave; bold; courageous; daring.]
- ୪. ସମର୍ଥ —୪. Able.
- ୫. ବୁଦ୍ଧିମାନ୍ —୫. Wise; intelligent; sagacious.
- ୬. ଅଧ୍ୟବସାୟୀ —୬. Persevering; strong-minded.
- ୭. ଗମ୍ଭୀର —୭. Grave; sadate; sober; solemn.
- ୮. ଅନୁଦ୍ଧତ; ଶାନ୍ତ —୮. Mild; tranquil; serene.
- ୯. ସ୍ଥିର; ଅଟଳ —୯. Calm; steady; staunch; steadfast.
- ୧. ବିଳମ୍ୱିତ; ଅଦ୍ରୁତ —୧୦. Slow; gentle.
(ଯଥା—ଧୀର ସମୀରଣ)
- ୧୧. ମନୋହର —୧୧. Nice; charming; pleasing.
- ୧୨. ଅଳସୁଆ; ସୁସ୍ଥୀ —୧୨. Lazy; idle, dull.
- ୧୩. ସାରବାନ୍ —୧୩. Worthy; meritorious.
- ୧୪. ଅନୁଚ୍ଚ ସ୍ୱରଯୁକ୍ତ —୧୪. Having a low sound.
- ୧୫. ଦୂରଦୃଷ୍ଟିଯୁକ୍ତ; ଜ୍ଞାନୀ —୧୫. Farseeing; prudent.
- ୧୬. ପ୍ରାଶାନ୍ତଚେତାଃ —୧୬. Sadate; composed.
- ୧୭. ତେଜସ୍ୱୀ; ଶକ୍ତିଶାଳୀ — ୧୭. Strong; energetic. (Apte)
- ୧୮. ଚତୁର —୧୮. Clever. (Apte)
- ୧୯. ଗମ୍ଭୀର, ଉଚ୍ଚୈଃସ୍ୱରଯୁକ୍ତ ଓ କିଛିକାଳବ୍ୟାପୀ (ଶବ୍ଦ) — ୧୯. Deep, grave and loud (sound)
- ୨. ସୁପରିଚାଳିତ; ସୁଆଚରିତ —୨୦. Well-conducted; well behaved. (Apte)
- ୨୧. ଏକଜି ଦିଆ —୨୧. Headstrong. (Apte)
- ୨୨. ଅଟଳପ୍ରତିଜ୍ଞ —୨୨. Resolute; of firm resolve or purpose. (Apte)
- ୨୩. ସ୍ଥାୟୀ; ବହୁକାଳସ୍ଥାୟୀ — ୨୩. Lasting; durable (Apte)
- ୨୪. ଅପରିବର୍ତ୍ତନୀୟ —୨୪. Constant (Apte)
- ୨୫. କାବ୍ୟାଦିର ନାୟକମାନଙ୍କର ଶ୍ରେଣୀବିଶେଷ —୨୫. An epithet of a class of heroes in fiction or romance.
ଦେଶଜ - ବିଶେଷ୍ୟ -[ସମ୍ପାଦନା]
କ୍ଷତ୍ରିୟମାନଙ୍କ ଉପାଧୀବିଶେଷ — A title of Kshatriyas.
[ ଦ୍ର—କଟକ ଜିଲ୍ଲାର ମଧୁପୁର ଓ ବଳରାମପୁର ରାଜବଂଶ ଏହି ଉପାଧୀଧାରୀ ]