ଚିଲି

ଉଇକିଅଭିଧାନ‌ରୁ
ଉଇକିପିଡ଼ିଆରେ ଏହି ବିଷୟରେ ଏକ ଲେଖା ଅଛି:

Wikipedia

ଚିଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିଲ୍ଲୀ; ଚିଲ୍ଲିକା)[ସମ୍ପାଦନା]

୧. ଚିଲ୍ଲୀ (ଦେଖ) - ୧. Chilī (See)
୨. ଟାଙ୍ଗିବଥୁଆ; ଟଙ୍କବଥୁଆ— ହରେକୃଷ୍ଣ ଦ୍ରବ୍ୟଗୁଣ) ୨. A kind of pot-herb.
୩. ଭ୍ରୁଲତା —୩. Eyebrow.

ରଖି କମାଣ ସେ କରେ କମ୍ପାଇଲେ ନଚାଇବୁ ତୁ ଏକା ତୋ ଚିଲି— ବିଶ୍ୱନାଥ. ବିଚିତ୍ର ରାମାୟଣ

୪. (ଦକ୍ଷିଣ ଆମେରିକାର ମିକ୍ସିକୋ ଦେଶ ପ୍ରଚଳିତ ଭାଷା ଏହା ମଧ୍ୟ ଇଂରାଜୀ ଭାଷାରେ ଗୃହୀତ)—ଲଙ୍କାମରିଚ — ୪. Red pepper; cayenne pepper.